ଖୁବଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ୍ ଖାନ!
ଇସଲାମାବାଦ: ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପ୍ରଧାନମନ୍ତ୍ରୀ ପଦ ଯିବା ପରେ ବଢ଼ିଛି ସଙ୍କଟ । ଜାମିନ ଅବଧି ସରିବା ପରେ ଇମ୍ରାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା…
ପୋଲିସ ମାଓ ମୁଂହାମୁହିଁ ; ୨ ମାଓବାଦୀ ନିହତ
ମାଲକାନଗିରି ( ୨୪ /0୮ ):- ସୀମାନ୍ତ ଛଡିଶଗଡରେ ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ମାଓବାଦୀ ଓ ଯବାଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ…
ଆଜି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ-ତେଜସ୍ବୀ
ପାଟନା: ଗତକାଲି ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର । ସେ ବିଜେପି ମେଣ୍ଟରୁ ବାହାରି ଆସି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି । ଆଜି ବିହାରରେ ଆରଜେଡି ସହ ମେଣ୍ଟ କରି…
ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ
ଭୁବନେଶ୍ବର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗଞ୍ଜାମ ଜିଲା କୋଦଳା ତହସିଲ ଅନ୍ତର୍ଗତ କେ. ବରିଡ଼ା ରାଜସ୍ବ ନୀରିକ୍ଷକ ଦେବାଶିଷ ମାଝି। ଏକ ଜବତ ବାଲି ଟ୍ରକ୍ ଛାଡ଼ିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ…
କମେଡିଆନ୍ ରାଜୁ ଶ୍ରୀବାସ୍ତଙ୍କୁ ହୃଦଘାତ
ମୁମ୍ବାଇ: ଟିଭି ଜଗତର ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡ଼ର ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍ଘାତ। ହଠାତ୍ ବିଗିଡିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଏହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଭାଇ…
ସିନାପାଲି ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ।
ସିନାପାଲି-୮/୮/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପରିସରରେ ଆଜି ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସିନାପାଲି ବ୍ଲକ ଅଞ୍ଚଳ ର ବିଭିନ୍ନ ବିଭାଗ ର ମୋଟ ୩୬ ଗୋଟି ଅଭିଯୋଗ ହୋଇଥିଲା।…
ସିନାପାଲି ହାଇସ୍କୁଲପଡ଼ା ଠାରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର।ସମ୍ବନ୍ଧ ।
ସିନାପାଲି,୮।୮(ନିପ୍ର): ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ହାଇସ୍କୁଲପଡା ( ପଲ୍ଲୀଜାଗରଣପଡା , ୱାର୍ଡ ନଂ.୩ ) ଠାରେ ଏକ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ନୂଆପଡା ଜିଲାପାଳ ହେମକାନ୍ତ ସାଏ ଙ୍କୁ ଆଜି ସିନାପାଲି ଠାରେ ଆୟୋଜିତ ଅଭିଯୋଗ ଶୁଣାଣି…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର, ଖବର ପାଇ ତୁରନ୍ତ ତଦନ୍ତରେ ଯାଇ ପଲିଥିନ ପ୍ରଦାନ କଲେ ରାଜସ୍ୱ ନିରୀକ୍ଷକ।
ସିନାପାଲି,୯।୮(ନିପ୍ର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଭୁଶୁଡି ପଡିଥିବା ଜଣାପଡିଛି। ଘର ଭାଙ୍ଗି ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି…
୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧିନତା ର ଗୌରବ ଯାତ୍ରା।
ସିନାପାଲି-୯/୮/ନିପ୍ର : ୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ଓ ସିନାପାଲି ବ୍ଲକ କଂଗ୍ରେସ କମିଟି ତରଫରୁ ସ୍ୱାଧିନତା ର ଗୌରବ ଯାତ୍ରା ପାଲନ କରାଯାଇଛି। ଏହି ପଦଯାତ୍ରା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ…
ବୋଲବମ ଶେଷ ସୋମବାର ସିନାପାଲି ରେ ଗୁରୁଣ୍ତି ଗୁରୁଣ୍ତି ପାଳନ କଲେ ନାଗବମ, ମନ୍ଦିର ପହଞ୍ଚିଲେ ବୋଲବମ ଭକ୍ତ।
ସିନାପାଲି-୮/୮/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମର ବୋଲବମ ଭକ୍ତ ଆଜି ବୋଲବମ ଶେଷ ସୋମବାର ଦିନରେ ସ୍ଥାନୀୟ ଉଦନ୍ତି ନଦୀ ରୁ ପବିତ୍ର ପୂଜାଅର୍ଚ୍ଚନା କରି ଗୁରୁଣ୍ତି ଗୁରୁଣ୍ତି ନାଗବମ ଭାବେ ପାଲନ କରିଛନ୍ତି। ପାଖାପାଖି…
ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ
ଓ୍ୱାଶିଂଟନ୍: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ କରାଯାଉଛି । ସୋମବାର ଫ୍ଲୋରିଡାର ପାମ୍ ବିଚ୍ ସ୍ଥିତି ଟ୍ରମ୍ପଙ୍କ ମାର୍-ଏ-ଲାଗୋ ଘରେ ଏଫ୍ବିଆଇ ଚଢ଼ାଉ କରି ସିଜ୍ କରିଛି। ଘର ସମେତ ଏକକାଳୀନ ୩ଟି ସ୍ଥାନରେ…
ଅଗଷ୍ଟ ୧୧ରୁ ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ଅଗଷ୍ଟ…