ସିନାପାଲି-୨୪/୯/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର କ୍ଳଷ୍ଟର ସରକାରୀ ଉପ୍ରା ବିଦ୍ୟାଳୟ ରାଣିମୁଣ୍ତା ଠାରେ ଗୋବିନ୍ଦପୁର କ୍ଳଷ୍ଟର ସିଆରସିସି ଅତୁଲ କୁମାର ସୁପକାର ଙ୍କ ନେତୃତ୍ବ ରେ ପଢନା ଲିଖ୍ନା ଅଭିଯାନ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ସରକାରୀ ଉପ୍ରା ବିଦ୍ୟାଳୟ ରାଣିମୁଣ୍ତା ପ୍ରଧାନ ଶିକ୍ଷକ ସରୋଜ ରଂଜନ ଯୋଶୀ ପରିଚାଳନା କରିଥିବା ବେଲେ ସ୍କୁଲ କମିଟି ସଭାପତି ଭକ୍ତ ତାଣ୍ତି, ରାଣିମୁଣ୍ତା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦଶରଥ ଦଣ୍ତସେନା, ମନନ୍ଦର ହଂସ, ସତ୍ୟବ୍ରତ ଗହିର, ଅଜିତ ଯୋଶୀ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ୧୮ରୁ ଉର୍ଦ୍ଧ୍ବ ମହିଲା ପୁରୁଷ ଙ୍କୁ ସଚେତନତା କରୁଥିବା ବେଲେ ଖାତା କଲମ ପ୍ରଦାନ କରି ସଚେତନ କରିଛନ୍ତି। ଏହି ଅବସରରେ ଗ୍ରାମର ମହିଲା ପୁରୁଷ ଉପସ୍ଥିତ ରହିଥିଲେ।ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *