ଭୁବନେଶ୍ୱର ୨୨/୧୧ :- ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି..ଅଙ୍ଗନୱାଡ଼ି ଚାକିରୀ କରାଇଦେବା ପାଇଁ 80ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲ ରେ ପଡିଛନ୍ତି ସିନାପାଲି ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ହର୍ଷମଣି ମହାନନ୍ଦ l ସୂଚନା ଅନୁସାରେ ସିନାପାଲି ସାଗୁନଭାଡ଼ି ସେକ୍ଟର ଅଙ୍ଗନୱାଡି କେନ୍ଦ୍ର ଦୁଇ ର ଅଙ୍ଗନୱାଡି ପଦବୀ ପାଇଁ ଆବେଦନ କାରି ଭାଇ ଙ୍କ ଠାରୁ ଚାକେରି କରାଇ ଦେବାପାଇଁ ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର 80ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ସିନାପାଲି ସହର ସ୍ଥିତ ବସଷ୍ଟାଣ୍ଡ ନିକଟ ରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି..କଳାହାଣ୍ଡି ନୂଆପଡା ନବରଙ୍ଗପୁର ଭିଜିଲାନ୍ସ ଦଳ ଏକାକୀ ଏଥିରେ ସାମିଲ ଥିଲେ.. ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ