କନ୍ଧମାଳ ୧୫ /୯ :- ପଂଚାୟତରାଜ ନଗରଉନ୍ନୟନ ପାନୀୟଜଳ ଆଇନ ମନ୍ତ୍ରୀ ତଥା କନ୍ଧମାଳ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରତାପଜେନା ଙ୍କ ଆଶୁ ଆରୋଗ୍ୟ କାମନା କରି ବାଲିଗୁଡାର ଆରାଧ୍ୟ୍ୟଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ସୁମୂହ ଦୀପଦାନ କରାଯାଇଛି l ବାଲିଗୁଡା ନଗର ସଭାପତି ଶେଖସାଦିକଙ୍କ ନେତୃତ୍ୱ ରେ ଦଳର ବହୁ ବରିଷ୍ଠ କର୍ମୀ ଉପସ୍ଥିତରହି ମାଆଙ୍କୁ ପ୍ରାର୍ଥନା କରି ଦୀପଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ପାଢ଼ୀ ବରିଷ୍ଠ ଆଇନଜୀବି ସୁଧାଂଶୁ ମୋହନ ପତି ଅବନୀ କୁମାର ପଟ୍ଟନାୟକ ଅନିଲ କୁମାର ଲେଙ୍କା ସମେତ ବହୁ ଶିକ୍ଷବିତ ଏବଂ ବାଲିଗୁଡାର ସମସ୍ତ ୱାର୍ଡର ବିଜୁ ଜନତା ଦଳର କର୍ମୀ ଓ ସଂଗଠକ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *