ବଲାଙ୍ଗୀର୦୨/୦୫:ବଲାଙ୍ଗୀର ସ୍ଥାନୀୟ ଶାନ୍ତିପଡା ନିବାସୀ ନବକିଶର ବରିହା ପୂର୍ବତନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଙ୍କୁ ବଲାଙ୍ଗୀର ସ୍ଥାନୀୟ ବାସଭବନଠାର (67) ଙ୍କ ଦେହାନ୍ତ ହୋଇଥିଲା…ସ୍ବର୍ଗତ ନବକିଶର ବରିହା ଙ୍କ ଦୁଇଟି ଝିଅ , ତାଙ୍କର ଶବ ସତ୍କାର ପାଇଁ କୋରୋନା ଭୟରେ କେହି ଆସିନ ଥିଲେ।

ତାଙ୍କୁ ଶବ ସତ୍କାର ପାଇଁ ବିଭୁତି ପଡା କୁ ନେଇ ଯାଇଥିଲେ ସେଠି କୋରୋନା ଭୟରେ ଝଗଡା କରି ସ୍ଥାନୀୟ ବିଭୁତି ପଡା ର ଲୋକେ ସ୍ମଶାନ ଘାଟ ରେ ଶବ ସତ୍କାର କରେଇ ନ ଦେବାରୁ ରୁସ୍ଥାନୀୟ ବଲାଂଗୀର ସ୍ୱେଚ୍ଛାସେବୀ ସଂଗଠନ ର ସନ୍ତୋଷ ପଟ୍ଟନାୟକ ଦେବରାଜ ମହାନନ୍ଦ ,ପାର୍ଥ କରଣ ,ଦେବରାଜ ନାଗ ବାହାରିକି ଶବ ସତ୍କାର ପାଇଁ ପି ପି ଇ କୀଟ ପିନ୍ଧି ଶବ ସତ୍କାର କରିବାକୁ

ଯାଇ ସ୍ଥାନୀୟ rto ଛକ ସ୍ଥିତ ଶ୍ମଶାନ ଦିନ ତମାମ ଶବ ସତ୍କାରକରିଥିଲେ…ଓ ସେଠି ତାଙ୍କ ବଡ ଜ୍ୱାଇଁ ପହଞ୍ଚି ତାଙ୍କୁ ମୁଖାଗ୍ନି ଦେଇଥିଲେ

ବଲାଙ୍ଗୀର ରୁ ବିକ୍ରମ ପାତ୍ର ଙ୍କ ରିପୋର୍ଟ।