ସୁନ୍ଦରଗଡ: ସାରା ରାଜ୍ୟରେ ସଟଡାଉନ ଚାଲିଥିବାବେଳେ ରାଉରକେଲା ଗସ୍ତରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଡିଜି ରାଉରକେଲା ଏବଂ ସୁନ୍ଦରଗଡ଼ SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।