Month: March 2021

୩୩୦ ଗ୍ରାମ ବ୍ରାଉନ ସୁଗାର ଜବତ ଜଣେ ଗିରଫ

ଭଦ୍ରକ:ଭଦ୍ରକରୁ ଜିଲ୍ଲାରୁ ପୁଣି ଜବତ ହେଲା ବ୍ରାଉନ ସୁଗାର।ଭଦ୍ରକ ପୁରୁଣାବଜାର ପୁଲିସ ୩୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ।ଭଦ୍ରକ–ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରେ ପୁଲିସ୍ ବ୍ରାଉନ ସୁଗାର ସହ ଜଣଙ୍କୁ…

କନ୍ଧମାଳ:ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର, ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ବ୍ରହ୍ମପୁର ଭିଜିଲାନ୍ସ

କନ୍ଧମାଳ,୩୧/୦୩ : କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍‌ ଡାକ୍ତର ନିଶିଥ ନିଶାଙ୍କ ମାଲୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବୁଧବାର ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡା. ମାଲୁଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ।ସୂଚନା ଅନୁସାରେ,…

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୩ ଅଭିଯୁକ୍ତ ଗିରଫ

ବାଲିଗୁଡା,୩୧/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ନିକଟସ୍ଥ ତୁଳିପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପର୍କୀୟମାନେ ହତ୍ୟା କରି…

ଉତ୍ତରାଖଣ୍ଡ କୁମ୍ଭମେଳା ସମୟରେ କରୋନାର ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜାରି

ଉତ୍ତରାଖଣ୍ଡରେ ଗୋଟିଏ ପଟରେ କୁମ୍ଭମେଳା ଜାରି ରହିଥିବା ବେଳେ ଅନ୍ୟ ପାଶ୍ୱର୍ରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ହରିଦ୍ୱାର କୁମ୍ଭ ମେଳା ସମୟରେ ଗୋଟିଏ ଆଶ୍ରମରେ ରହୁଥିବା ୩୨ ଜଣଙ୍କର ରିପୋର୍ଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ…

ଢେଙ୍କାନାଳର ସ୍ଥାନୀୟ ଷ୍ଟେସନ ବଜାରସ୍ଥିତ କଳିଙ୍ଗ ଝୋଟ କଳରେ ଅଗ୍ନିକାଣ୍ଡ ଘଟିଛି

ଢେଙ୍କାନାଳ: ସ୍ଥାନୀୟ ଷ୍ଟେସନ ବଜାରସ୍ଥିତ କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଭୟଙ୍କର ରୂପ ଧାରଣ କରିଛି। ଝୋଟ ସାମଗ୍ରୀ ଯୋଗୁଁ ଏହି ନିଆଁ ଉଗ୍ର ରୂପ ଧାରଣ କରିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି…

ଭାରତରେ ଓହ୍ଲାଇବ ୩ଟି ରାଫେଲ ବିମାନ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା

ଆଜି ସଂଧ୍ୟାରେ ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ଲଢୁଆ ବିମାନ । ଏଗୁଡ଼ିକ ସଂଧ୍ୟା ୭ଟା ବେଳେ ଗୁଜୁରାଟରେ ଓହ୍ଲାଇବେ ଓ ପରେ ଏଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିକୁ ଯିବେ । ଏହି ୩ଟି ବିମାନ ଆସିବା ପରେ ଭାରତୀୟ…

ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ବିଜୁ ପକ୍କା ଘର ଲୋଗୋ ରହିଲେ ଅସୁବିଧା କଣ? ଏ ଭଳି କଥା କହି କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି । ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି…

କୃଷି ଆଇନର ତର୍ଜମା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ବାରା ଗଠିତ କମିଟି ଆଜି ନିଜର ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ।

ନୂଆଦିଲ୍ଲୀ : କୃଷି ଆଇନ ସମ୍ପର୍କରେ ରିପୋର୍ଟ ଦାଖଲ କଲା ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି । ନିଜର ଏହି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏହି କମିଟି ପ୍ରାୟ ୮୫ଟି କୃଷକ ସଂଗଠନ ସହ ଆଲୋଚନା କରିଥିଲା । ଏହି…

ମକା ପୋଡିବା ବେଳେ ନିଆଁ ଲାଗି ୯ ଶିଶୁ ଜୀବନ୍ତ ଦଗ୍ଧ

ପାଟନା,୩୧।୩: ବିହାରର ଅରାରିୟା ଓ ଭାଗଲପୁର ଜିଲ୍ଲାରେ ନିଆଁ ଲାଗି ୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅରାରିୟାର ପଲାସୀ ବ୍ଲକରେ ମଙ୍ଗଳବାର ଏହି ଘଟଣା ଘଟିଛି। ମକା ପୋଡିବା ବେଳେ ନିଆଁ ଲାଗି ୬ ଜଣ ପିଲା ଜୀବନ୍ତ ଦଗ୍ଧ…

କୋଭିଡ୍ ନିୟମ ପାଳନ ହେଉନାହିଁ ବିମାନବନ୍ଦରରେ , DGCA ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ।

 ନୂଆଦିଲ୍ଲୀ ; ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଜାରି ରହିଛି ବିମାନ ସେବା । ବିମାନବନ୍ଦରରେ ପହଞ୍ଚିବା ଠାରୁ ପ୍ରସ୍ଥାନ ଯାଏ ସବୁଠି କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ରହିଛି । ତେବେ ଦେଶର ଅଧିକାଂଶ ବିମାନବନ୍ଦରରେ କୋଭିଡ୍ ନିୟମକୁ…