Month: March 2021

ଗତ ୨୪ ଘଂଟାରେ ୨୭,୯୧୮ ମହାରାଷ୍ଟ୍ରରେ କରୋନାର ମାମଲା

ମୁମ୍ବାଇ , ୩୧ ମାର୍ଚ. ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨୭,୯୧୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି…

ରାଜ୍ୟରେ କାଳିଆ ଯୋଜନାରେ ଖର୍ଚ୍ଚ ହୋଇଛି ୬୬୯୦ କୋଟି

ଭୁବନେଶ୍ଵର: ରାଜ୍ୟରେ କାଳିଆ ଯୋଜନାରେ ୬୬୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୩ ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି।ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ…

୪୫ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ଟିକା

ଭୁବନେଶ୍ୱର : ରାଜ୍ୟ ସରକାର ଏପ୍ରିଲ ୧ରୁ ରାଜ୍ୟବ୍ୟାପୀ ଦୈନିକ ୨ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ତେବେ ଏହି ଟିକାକରଣବେଳେ ରାସ୍ତାକଡ଼ର ଦୋକାନୀ, ମାଛ ଓ…

ଥର୍ମାଲ ପାୱାର ଷ୍ଟେସନ୍ ବନ୍ଦ୍ ନିଷ୍ପତ୍ତିକୁ ବିରୋଧ : ହାଇକୋର୍ଟ

କଟକ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍) ବନ୍ଦ ନିଷ୍ପତ୍ତି ବିରୋଧରେ ଦାୟର ଜନସ୍ବା‌ର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ଜବାବ ତଲବ କରିଛନ୍ତି। ଆଜି ହାଇକୋର୍ଟ ମାମଲା‌ରେ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଏପ୍ରିଲ ୧୫କୁ ପରବର୍ତ୍ତୀ…

ଦିଲ୍ଲୀସ୍ଥିତ ଏମ୍ସରେ ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ ଆଜି ଦିଲ୍ଲୀସ୍ଥିତ ଏମ୍ସରେ ହୋଇଛି। ସର୍ଜରୀ ସଫଳ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଥିଲା। ଏହାପରେ ତାଙ୍କର ସର୍ଜରୀ ଆଜି ହେବ…

କନ୍ଧମାଳ ପୁଲିସର ମାଓ ବିରୋଧୀ ଅପରେସନ: ବ୍ୟାଟେରୀ, ତାର ସମେତ ଅନେକ ସାମଗ୍ରୀ ଜବତ

କନ୍ଧମାଳ,୩୦/୦୩ : କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏସଓଜି ଏବଂ ଡିଭିଏଫର ମିଳିତ ଉଦ୍ୟମରେ ଏକ ମାଓ ବିରୋଧୀ ଅପରେସନ କରାଯାଇଥିଲା। ଏହି ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ…

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପୁରାତନ ବିଦ୍ୟାଳୟ କେ.କେ.ଜି.ପି ହାଇସ୍କୁଲ ଚାନ୍ଦିମାଳର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳର ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ…

‘ରାମ ସେତୁ’ ର ସୁଟିଂ, ନିଜର ଲୁକ୍ ସେୟାର କରି ଜଣାଇଲେ ଅକ୍ଷୟ କୁମାର

ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମ ସେତୁର ସୁଟିଂ ଆଜିଠାରୁ ଆରମ୍ଭ ହୋଇଛି । ଯାହାର ସୂଚନା ନିଜେ ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଅକ୍ଷୟ ଫିଲ୍ମରୁ ନିଜର ଲୁକ୍ ସେୟାର କରିଛନ୍ତି । ତାଙ୍କର…

ଏପ୍ରିଲ ପହିଲାରୁ ହେବନି କ୍ଲାସ୍ କରୋନା ସଂକ୍ରମଣ ଭୟରେ ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି‌

ନୂଆଦିଲ୍ଲୀ ୩୦/୦୩:  କରୋନା ଭୂତାଣୁର ଦ୍ବିତୀୟ ଲହର ଭୟ ବଢ଼ାଇଛି। ଗତ ବର୍ଷ ଭଳି ୨୦୨୧ରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମଧ୍ୟପ୍ରଦେଶ ସରକାର ରାଜ୍ୟରେ…

ବିଜେପି ପଶ୍ଚିମବଙ୍ଗରେ ୨୦୦ଟି ଆସନ ଜିତିବ: ଅମିତ ଶାହା

କୋଲକାତା: ଦିଦିଙ୍କ ହାରିବା ନିଶ୍ଚିତ, ବିଜେପି ପଶ୍ଚିମବଙ୍ଗରେ ୨୦୦ଟି ଆସନ ଜିତିବ। ଆଜି ନନ୍ଦିଗ୍ରାମରେ ଏକ ରୋଡ ସୋ’ କରି ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତାଙ୍କ କହିବା ମୁତାବକ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଧିକ ଭୋଟ…