Month: September 2021

ଆସିଲା ସରକାରଙ୍କ ନୂଆ ନିୟମ :ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ

ଭୁବନେଶ୍ୱର ୩୦/୦୯: ଆସିଲା ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍। ପାର୍ବଣ୍ୟ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ। ଏ…

ରମ୍ଭା ଗାୟତ୍ରୀ ଶକ୍ତିପୀଠର ନୂତନ ପରିଚାଳନା ଟ୍ରଷ୍ଟ ଗଠନ

ବ୍ରହ୍ମପୁର, ତା:୩୦/୯(ପ୍ରଫୁଲ ସାବତ):ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରର ମାର୍ଗଦର୍ଶନରେ ପରିଚାଳିତ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନର୍ଗତ ଐତିହାସିକ, ସାଂସ୍କୃତିକ ଓ ସାରସ୍ୱତ ସିଦ୍ଧାଞଳ ରମ୍ଭା ନାଗରୀରେ ଅବସ୍ଥିତ ସର୍ବପୁରାତନ ଗାୟତ୍ରୀ ଶକ୍ତିପୀଠର ଏକ ନୂତନ ଟ୍ରଷ୍ଠ ବୋର୍ଡ଼ ଗଠନ…

ବାଇକ୍ ରେ ପ୍ରେସ୍ ଲେଖି ବୁଳୁଛନ୍ତି ନକଲି ସାମ୍ୱାଦିକ

ସିନାପାଲି-୩୦/୯(ନିପ୍ର ):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳ ରେ ନକଲି ସାମ୍ୱାଦିକ ଙ୍କ ଦୌରାତ୍ମ୍ଯ ବେଲକୁ ବେଳ ବ୍ରୁଦ୍ଧି ପାଇବାରେ ଲାଗିଛି। ସାମ୍ୱାଦିକତା ବ୍ରୁତି ରେ ନଥାଇ ଅନେକ ଯୁବକ ସାଧାରଣ ରେ ନିଜକୁ ଜଣେ ଜଣେ ସାମ୍ୱାଦିକ ବୋଲି ପରିଚୟ…

ସିନାପାଲିରେ ୧୦୮ ଆମ୍ବୁଲେନ୍ସ ସେବା ଯୋଗାଇବାରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର।

ସିନାପାଲି,୩୦।୯(ନିପ୍ର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲେନ୍ସ ଲୋକଙ୍କୁ ସେବା ଯୋଗାଇବାରେ ଅନିୟମିତତା ହେଉଥିବା ବେଳେ ଲୋକେ ସେବା ପାଇବାରୁ ବଞ୍ଚିତ ହରୁଥିବା ନେଇ ନୂଆପଡା ଜିଲ୍ଲାପାଳଙ୍କ ଠାରେ ସ୍ଥାନୀୟ ଜିଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର…

କାଲିଠୁ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର୩୦/୦୯: ଆସନ୍ତାକାଲିଠୁ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ଅଫଲାଇନ ପରୀକ୍ଷା ଦେବେ। ମୋଟ ୧୩ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ପଞ୍ଜୀକରଣ କରିଛନ୍ତି। କଳାରେ ୯ହଜାର ୧୪୪, ବିଜ୍ଞାନରେ ୨୩୪୭,ବାଣିଜ୍ୟରେ ୬୨୨, ଧନ୍ଦାମୂଳକ ଶିକ୍ଷା…

ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଗୁରୁତର

ମାଲକାନଗିରି୩୦/୦୯: ମାଲକାନଗିରି – ଛତିଶଗଡ଼ ସୀମାନ୍ତ ବିଜାପୁରରେ ଘଟିଛି ମାଓ ହିଂସା । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ୍ ଯବାନ ଗୁରୁତର ହୋଇଛନ୍ତି । ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡ଼ା ଗାଁ ନିକଟରେ ହୋଇଛି ବିସ୍ଫୋରଣ । ଆହତ…

ପୁଣି ସରକାରଙ୍କ ନୂଆ ଗାଇଡଲାଇନ ଉପରେ ନଜର

ଭୁବନେଶ୍ୱର୩୦/୦୯: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ସମୟ ଭିତରେ ଆସିବ ନୂଆ ଗାଇଡଲାଇନ । ନାଇଟ କର୍ଫ୍ୟୁ ଓ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । ପାର୍ବଣ ବେଳେ ସରକାର…

ପାର୍ବଣକୁ ନେଇ ଡିଏମ୍‌ଇଟିଙ୍କ ସତର୍କ ସୂଚନା

ଭୁବନେଶ୍ୱର୩୦/୦୯: ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର ଡିଏମ୍‌ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରନ୍ତୁ । ଯାହାର କିଛି ବି ଲକ୍ଷଣ ଦେଖାଯାଇଛି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀଙ୍କୁ…

ମୁଁ ଏବେ ବିଜେପିରେ ଯୋଗ ଦେବି ନାହିଁ :କ୍ୟାପଟେନ ଅମରିନ୍ଦର ସିଂହ

ପଞ୍ଜାବ ୩୦/୦୯:ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ହେଉଥିବା ଆଲୋଚନାରେ ବିରାମ ଲଗାଇଛନ୍ତି ନିଜେ କ୍ୟାପଟେନ । ସେ କହିଛନ୍ତି କି, ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସୂଚନା…

ଭବାନୀପୁର ଆସନ ପାଇଁ ଚାଲିଛି ଦିଦିଙ୍କ ଭାଗ୍ୟ ପରୀକ୍ଷା : ଟିଏମସି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର

କୋଲକାତା ୩୦/୯ : ପଶ୍ଚିମବଙ୍ଗରେ ଆଜି ୩ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଥିବା ବେଳେ ଭବାନୀପୁର ଆସନରେ କିନ୍ତୁ ଚାଲିଛି ଦିଦିଙ୍କ ଭାଗ୍ୟ ପରୀକ୍ଷା । ନନ୍ଦିଗ୍ରାମରେ ବିଜେପି ଠାରୁ ହାରିବା ପରେ ମମତା ବାନାର୍ଜୀଙ୍କ ପାଖରେ ସମ୍ମାନ ବଞ୍ଚାଇବାର ଏକ…