Month: September 2021

ମାଁ ଡଙ୍ଗରଗୋଶେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ।

ସିନାପାଲି-୨୭/୯/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଣ୍ତିଆରୁଚା ଗ୍ରାମରେ ମାଁ ଡଙ୍ଗରଗୋଶେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିବା ବେଳେ ପୋଟୁଆଗୁଲି ଖେଲ ପଡିଆ ଠାରେ ଅନୁଷ୍ଠିତ…

ସଂଯୁକ୍ତ କୃଷକ ମୋର୍ଚ୍ଚା ବନ୍ଦ ର ପ୍ରଭାବ ,କଚେରୀ ଗେଟ ପାଖରୁ ବିଚାରପତିଙ୍କୁ ଫେରାଇଲେ ଆନ୍ଦୋଳନ କାରୀ ।

ଚାନ୍ଦବାଲି ୨୭ /୯ -ଶରତ ଚନ୍ଦ୍ର ପଣ୍ଡା- ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ର ଡାକରାର ପ୍ରଭାବ ଚାନ୍ଦବାଲି ବ୍ଲକର ବିଭିନ୍ନ…

ସୁଟିଂ ସେଟ୍‌କୁ ଫେରିବେ ଶେହନାଜ୍

ମୁମ୍ବାଇ୨୭ /୦୯:ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ବିୟୋଗ ପରେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲ୍ ମାନସିକ ସ୍ତରରେ ପୂରାପୂରି…

ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସୂଚନା

ଭୁବନେଶ୍ୱର୨୭ /୦୯: ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡ଼ି ନ ପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଏ…

ବନ୍ଦ ହେଲା ହୀରାକୁଦ ଡ଼୍ୟାମର ସମସ୍ତ ସ୍ଲୁଇସ୍ ଗେଟ୍

ସମ୍ବଲପୁର୨୭ /୦୯:ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି । ପୂର୍ବରୁ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଗତକାଲି…

ମୈାଳିକ ସୁବିଧାରୁ ବଞ୍ଚିତ ପରିବାର -ମିଳୁନାହିଁ ବାର୍ଦ୍ଧକ୍ୟ ଭତା କି ଘର ଖଣ୍ଡିଏ ।

ସାରସକଣା,୨୭।୯-ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଜାଲଦା ପଂଚାୟତ ଅଧିନସ୍ଥ ବଣବୁଡାମରା ଗ୍ରାମରେ ଦେଖିବାକୁ ମିଳିଛି କରୁଣ ଦୃଶ୍ୟ । ଜାତୀୟ ରାଜପଥ ନିକଟରୁ ୨କିମି ଦୂର ବଣବୁଡାମରା…

ଘୁଷୁରୀକୁ ଟାଣିନେଲା କୁମ୍ଭୀର,ଲୋକେ ଆତଙ୍କିତ

ଦଶରଥପୁର,୨୭/୯(ନି.ପ୍ର) : ଦଶରଥପୁର ବ୍ଲକ ବୈତରଣୀ ନଦୀରେ ପୁଣିଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।୧୦ ଫୁଟ ଲମ୍ବର ଏକ ବଡ଼ କୁମ୍ଭୀର ଆଜି ନଦୀରେ ଭାସୁଥିବାର ଲୋକେ…

ମୃତ ବାରାହାକୁ ନେଇ ଚଂପଟ ମାରୁଥିବା ବୋଲେରୋ ଗାଡ଼ି ଜବତ, ଡ଼୍ରାଇଭର ଅଟକ , ବନ ବିଭାଗର ରଫାଦଫା ଉଦ୍ୟମ ପଣ୍ଡ – ଚର୍ଚ୍ଚା ରେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ

ନୂଆପଡ଼ା:୨୬.୦୯:(ନିପ୍ର) :ସୁଜିତ କୁମାର ପ୍ରଧାନ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ସାନମହେଶ୍ୱର ନିକଟରେ ୩୫୩ ଜାତୀୟ ରାଜପଥ ଉପରେ ଏକ ଜଂଗଲୀ ବାରାହାକୁ…

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

ନୂଆଦିଲ୍ଲୀ ୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ…