Month: November 2021

ଲକ୍ଷ୍ମୀ ମେହେର ଆତ୍ମହତ୍ଯା ଘଟଣା, ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କଲା ସିନାପାଲି ମେହେର ଯୁବାମଞ୍ଚ।

ସିନାପାଲି-୨୯/୧୧/ନିପ୍ର :ନୂଆପଡ଼ା ଜିଲ୍ଲା ସିନାପାଲି ମେହେର ଯୁବାମଞ୍ଚ ତରଫରୁ ଲକ୍ଷ୍ମୀ ମେହେର ଆତ୍ମହତ୍ଯା ଘଟଣା କୁ ନେଇ ଉଚିତ୍ ତଦନ୍ତ ଓ ଦୋଷୀ ବିରୁଦ୍ଧ ରେ କଠୋର…

ଡିସେମ୍ବର ପହିଲାରୁ ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ

ଭୁବନେଶ୍ୱର : ଡିସେମ୍ବର ପହିଲାରୁ ଅର୍ଥାତ ଦିନକ ପରେ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେସନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ସର୍ବଦଳୀୟ ବୈଠକ…

ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା କୋରିଓଗ୍ରାଫର ଶିବା ଶଙ୍କରଙ୍କ ପରଲୋକ

ମୁମ୍ବାଇ ୨୯/୧୧ : ଆଉ ନାହାଁନ୍ତି ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା କୋରିଓଗ୍ରାଫର ଶିବା ଶଙ୍କର । ତେଲୁଗୁ ସିନେମାର ଭେଟେରାନ କୋରିଓଗ୍ରାଫର ଶିବା ଶଙ୍କରଙ୍କ ଦେହାନ୍ତ…

ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍‌

ନୂଆଦିଲ୍ଲୀ ୨୯।୧୧: ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ପାରିତ ହୋଇଛି।…

ଓମିକ୍ରନ ପାଇଁ ବଢ଼ିଲା କଟକଣା : ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡ଼ଲାଇନ୍

ଦିଲ୍ଲୀ: ଓମିକ୍ରନ ପାଇଁ ବଢ଼ିଲା କଟକଣା । ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ବିଶ୍ବବ୍ୟାପୀ ଭୟ ବଢ଼ାଇଛି। ଏଦିଗରେ…

ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉ ନୂଆ ପଇତା ପରିଧାନ କରିବେ ।…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୋଲିସର କନେଷ୍ଟବଳ

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍…

ଅଣ୍ଡାମାଡ ଘଟଣାକୁ ନେଇ ତୀବ୍ର ନିନ୍ଦା କଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର ୨୮ / ୧୧ : ମୁଖ୍ୟମନ୍ତ୍ରୀଙ୍କ କାରକେଟକୁ ଅଣ୍ଡାମାଡ ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ମୁଖ୍ୟମନ୍ତ୍ରୀ ପୁରୀକୁ…