Month: December 2021

ବାହାମ ଗ୍ରାମ ପଞ୍ଚାୟତରେ ଉନ୍ନୟନ କାମ ଲୋକାର୍ପିତ ସମ୍ବଲପୁର

ସମ୍ବଲପୁର -ରମାକାନ୍ତ ବିଶ୍ବାଳ ତା. ୩0/୧୨: ସମ୍ବଲପୁର ଜିଲ୍ଲା ବାହାମ ଗ୍ରାମପଞ୍ଚୟତରେ ଆଜି ବିଭିନ୍ନ ଉନ୍ନୟନ କାମ ଲୋକାର୍ପିତ ହୋଇଛି । ଖଲିଆପାଲି ଛକରେ ଥିବା ମହାବୀର ଗ୍ରାମୀଣ ଉଦ୍ୟାନକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା ଲୋକାର୍ପିତ କରିଥିବା ବେଳେ…

ମାଁ ଭଣ୍ତାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତୁକୁଲା ଚମ୍ପିୟାନ।

ସିନାପାଲି-୩୧/୧୨/ନିପ୍ର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ପଞ୍ଚାୟତ ଚଚରାଭଟା ଗ୍ରାମ ମହାବନ୍ଦ ଖେଲ ପଡିଆଠାରେ ମାଁ ଭଣ୍ତାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପିତ ଖେଲ ହୋଇଯାଇଛି। ଏହି ଉଦଯାପିତ ଖେଲ ତୁକୁଲା ଦଲ ସିନାପାଲି ଦଲ…

ନୂଆପଡା ଜିଲ୍ଲା ଯାଦବ କର୍ମଚାରୀ ସଂଘର ସଂଘଠନିକ ଅଭିଯାନ ଆରମ୍ଭ।

ସିନାପାଲି-୩୧/୧୨/ନିପ୍ର :ନୂଆପଡା ଜିଲ୍ଲା ଯାଦବ କର୍ମଚାରୀ ସଂଘର ସଂଘଠନିକ ଅଭିଯାନ ବୋଡେନ ବ୍ଲକ ପାତଲଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ଠାରେ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ରେ ବରିଷ୍ଠ ଶିକ୍ଷକ ଶୁକ୍ରୁଚନ୍ଦ୍ର ବାଗ ଅଧ୍ଯକ୍ଷତା କରିଥିବା ବେଲେ ବୋଡେନ, ସିନାପାଲି, ଖଡିଆଲ, କୋମନା…

୫ ମହାନଗରରେ ଜମି ମିଶନ : ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ରାଜ୍ୟ କ୍ୟାବିନେଟର ବସିଥିବା ଗୁରୁତ୍ୱପୁର୍ଣ୍ଣ ବୌଠକ ଶେଷ ହୋଇଛି । ମୋଟ ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ ସୁଚନା ମିଳିଛି । ସବୁଠାରୁ ବଡ଼ ଖବର ହେଊଛି ୫ ମହାନଗର ପାଇଁ ଜମି ମିଶନକୁ…

ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲା ବିସିସିଆଇ

ଭାରତରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ଆତଙ୍କ ବଢିବାରେ ଲାଗିଛି । ଫଳରେ ବିସିସିଆଇ ବାଧ୍ୟ ହୋଇ ଏକ ବଡ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ବିଜୟ ମର୍ଚାଣ୍ଟ…

ତାମିଲନାଡୁରେ ବର୍ଷା ବିତ୍ପାତ

ଚେନ୍ନଇ : ତାମିଲନାଡୁରେ ପୁଣି ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ୨୪ଘଣ୍ଟା ମଧ୍ୟରେ ୨୦ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଥିରେ ଚେନ୍ନଇ ସମେତ କାଞ୍ଚିପୁରମ୍‌, ତିରୁଭାଲୁର, ଚେଙ୍ଗାଲେପାଟୁରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଗୁରୁବାର ତାମିଲନାଡୁରେ ଅଦିନିଆ ବର୍ଷା ଲୋକଙ୍କ ସମସ୍ୟା…

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସୂଚନା : ହାଇଆଲର୍ଟ ଜାରି

ମୁମ୍ବାଇ : କେତେକ ଖଲିସ୍ତାନୀ ସଙ୍ଗଠନ ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବନା ଥିବା କଥା ସୂଚନା ପାଇଛି ଗୁଇନ୍ଦା ବିଭାଗ । ଏହାକୁ ନେଇ ସାରା ସହରରେ ହାଇ ଆଲର୍ଟ ଜାରି କରିଛି ମୁମ୍ବାଇ ପୋଲିସ ।ସୂଚନା ପାଇବା ପରେ ମୁମ୍ବାଇ…

ମହାରାଷ୍ଟ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ !

ମୁମ୍ବାଇ : ଓମିକ୍ରନ ଭାରିଏଣ୍ଟ ସାରା ଦେଶରେ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ମହାରାଷ୍ଟ୍ରରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଇଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ…

ଫିକା ପଡିବ ନୂଆବର୍ଷ : ଜାନୁଆରୀ ମାସ ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର : ୨୦୨୧ ବର୍ଷର ଆଜି ହେଉଛି ଶେଷ ଦିନ । କରୋନା କଟକଣା ଯୋଗୁଁ ଅନେକ ରାଜ୍ୟରେ ନୁଆ ବର୍ଷ ପାଳନ ଫିକା ରହିବ । ଭାରତର ଅଲଗା ଅଲଗା ରାଜ୍ୟରେ ଜାରି କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ…