Month: June 2022

ସିନାପାଲି ହାଇସ୍କୁଲରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

ସିନାପାଲି:୩୦/୦୬-ନିପ୍ର :ସିନାପାଲି ନୋଡ଼ାଲ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଚଂଦ୍ରଶେଖର ନାଏକ ଅବସର ଗ୍ରହଣ କରିଥିବା ବେଳେ ଆଜି ସ୍କୁଲ ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି l ଏନେଇ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସମ୍ୱର୍ଦ୍ଧନା…

ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷା।

ସିନାପାଲି-୩୦/୬/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନ କୁ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଡଲିମାଝି ପରିଦର୍ଶନ କରିଥିବା ଜଣାପଡିଛି। ସୁଚନା ଯୋଗ୍ୟ ଯେ ଗତ ବୁଧବାର ଦିନ ନୂଆପଡା ଜିଲ୍ଲା ପରିଷଦ ଅଧ୍ଯକ୍ଷା ଡଲିମାଝି ସିନାପାଲି ଗସ୍ତ ରେ…

ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲ ଦାୟିତ୍ବ

ମୁମ୍ବାଇ: ଆକାଶଙ୍କ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲର ଦାୟିତ୍ବ। ଦୁଇ ଦିନ ପୂର୍ବେ ଜିଓର ବୋର୍ଡ ବୈଠକରେ ଆକାଶ ଅମ୍ବାନୀଙ୍କୁ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ…

ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ

ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ ପର୍ଯ୍ୟାୟର ୩୦…

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

ପୁରୀ : ରାତି ପାହିଲେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ତିନି ବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ରଥଗୁଡିକୁ ସିଂହଦ୍ୱାର…

ଠକେଇ ଅଭିଯୋଗରେ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ଏକ ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ନେଇ ଜେରା…

ନୂଆମାଲପଡା ପଞ୍ଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ।

ସିନାପାଲି-୨୮/୬/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଗତକାଲି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ନୂଆମାଲପଡା ଗ୍ରାମ ପଞ୍ଚାୟତ ଛତିଶଗଡ଼ ସୀମାନ୍ତବର୍ତ୍ତୀ କୁ ଲାଗି…

କାପସି ଠାରେ ମିନି ଷ୍ଟେଡିଅମ ନିର୍ମାଣ, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ।

ସିନାପାଲି-୨୮/୬/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଠାରେ ମିନି ଷ୍ଟେଡିଅମ ନିର୍ମାଣ ନେଇ ବହୁ ଦିନରୁ ଦାବୀ ହୋଇଥିଲା। ଗତକାଲି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଉକ୍ତ ବିଷୟ କୁ ନେଇ ଅଭିଯୋଗ ହେଲାପରେ ଜିଲ୍ଲାପାଳ…

ସିନାପାଲିରେ ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ଯ କାର୍ଯ୍ଯଶାଳା

ସିନାପାଲି:୨୮/୦୬- ନିପ୍ର :ସ୍ଥାନୀୟ ସରସ୍ୱତୀ ଶିଶୁ ବାଦ୍ଯାମନ୍ଦିର ପରିସରରେ ସିନାପାଲି ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ଯ ପ୍ରଶିକ୍ଷଣ କାର୍ଯ୍ଯଶାଳା ସୋମବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ଅତିଥି ଭାବରେ ସଂଭାଗ ପ୍ରମୁଖ ଗୟାଧର ମହାନ୍ତି, ଜିଲ୍ଲା ପରିଷଦ ସଭ୍ଯା…

ଶ୍ରମଜୀବୀ ବିକାଶ ମଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର।

ସିନାପାଲି,୨୭।୬(ନିପ୍ର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରମଜୀବୀ ବିକାଶ ମଞ୍ଚ, ଲୋକ ସଂଗଠନ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗତ ୨୬ ତାରିଖରେ ଅନୁଷ୍ଠିତ…