ଗଣମାଧ୍ୟମ ଦୂରେଇଯିବାକୁ ହାତ ଯୋଡି ପ୍ରାର୍ଥନା କଲେ ଅଭିନେତ୍ରୀ ଅପରାଜିତା
ଭୁବନେଶ୍ବର: ଚର୍ଚ୍ଚିତ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଘଟଣାକୁ ନେଇ ବାବୁସାନ ଘରେ ଯେପରି ଦିନରାତି ମିଡିଆ ଜଗି ବସିଛି ସେଥିରେ ତାଙ୍କ ପରିବାର ବର୍ତ୍ତମାନ ଚଳିବା କଷ୍ଟକର ହୋଇପଡିଛି। ଏପରି ପରିସ୍ଥିରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି…