Month: July 2022

ଭିଜିଲାନ୍ସ ହାତରେ ଧରାପଡିଲେ ସବ୍ ଇନ୍ସପେକ୍ଟର

ନୟାଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସବ୍ ଇନ୍ସପେକ୍ଟର | ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ସବ୍ ଇନ୍ସପେକ୍ଟର ପ୍ରଫୁଲ୍ଲ ଦେଓ । ସୂଚନା ଅନୂଯାୟୀ, ଶୁକ୍ରବାର ନୟାଗଡ଼ ଖଣ୍ଡପଡା ଥାନା…

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭରର ମୃତ୍ୟୁ

କେନ୍ଦ୍ରାପଡ଼ା ଜିଳ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଳଦିଆଗଡ଼ା ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛରେ ପିଟି ହେଲା ଅନ୍ୟ ଏକ ଟ୍ରକ୍ । ଦୁର୍ଘଟଣାସ୍ଥଳରେ ପିଟିଥିବା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ଡ୍ରାଇଭରର କିଛି…

ତୃପ୍ତିଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର

ଆଜି ପତ୍ନୀ ତୃପ୍ତି ମହାନ୍ତିଙ୍କ ଘରେ ପହଞ୍ଚିଛନ୍ତି ଅଭିନେତା ରବି ମିଶ୍ର । ଭୁବନେଶ୍ୱର ସତ୍ୟନଗରରେ ଥିବା ତୃପ୍ତିଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର। ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ତୃପ୍ତିଙ୍କ ସତ୍ୟନଗରସ୍ଥିତ…

ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଗାଏବ ୪ଟି ଲକଜରି ଗାଡ଼ି

ନୂଆଦିଲ୍ଲୀ: ଗିରଫ ଅଭିନେତ୍ରୀ ତଥା ବିଦା ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଘରୁ ପୁଳା ପୁଳା ଟଙ୍କା ମଧ୍ୟ ମିଳିବା ପରେ ଏବେ ବାସଭବନରୁ ୪ ଲଗଜରୀ ଗାଡି ଗାଏବ ହୋଇଥିବା କୁହାଯାଉଛି। ସେହି…

ସିନାପାଲି ଉଚ୍ଚ ବିଦ୍ୟାଳୟରେ ଆର୍ଟ ଗ୍ୟାଲେରୀ ଉଦଘାଟିତ

ସିନାପାଲି:୨୯/୦୭- ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଆର୍ଟ ଗ୍ଯାଲେରୀ ସହ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ନିଉଜ୍ କର୍ନର ଓ ପ୍ରାଚୀର ପତ୍ରିକା “ମୃଣାଳିନୀ”ର ଉଦଘାଟନ ହୋଇଛି l ଏନେଇ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ବିଜେପି ପକ୍ଷରୁ ମହାମହିମ ରାଷ୍ଟ୍ରପତି ଅପମାନ ଜନକ ମନ୍ତବ୍ୟ ନେଇ ତୀବ୍ର  ବିରୋଧ

ସିନାପାଲି 29/7: ବିଜେପି ନୂଆପଡ଼ା ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁର ଙ୍କ ନେତୃତ୍ବରେ  ହାତିବନ୍ଧା ପଂଚାୟତ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ସଂସଦୀୟ ଦଳର ନେତା ଶ୍ରୀ ଅଧିରଞ୍ଜନ ଚୌଧୁରୀ ଭାରତର ମହାମହିମ…

ସାଂସଦ ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଅଭିଯୋଗ : ବର୍ଷାଙ୍କ ବଢ଼ିଲା ପାଇଁ ଆଡୁଆ

କଟକ: ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ବିବାଦ ମାମଲା ଫ୍ୟାମିଲି କୋର୍ଟରେ ଚାଲିଥିବା ବେଳେ ଅନ୍ୟ ଏକ ମାମଲାରେ ବର୍ଷାଙ୍କ ପାଇଁ ଆଡୁଆ ବଢିଯାଇଛି। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ…

ଆଜି ‘ବିଶ୍ବ ବ୍ୟାଘ୍ର ଦିବସ’

ଭୁବନେଶ୍ୱର: ଆଜି ପାଳିତ ହେଉଛି ‘ବିଶ୍ବ ବ୍ୟାଘ୍ର ଦିବସ’। ଜଙ୍ଗଲରେ ବାଘର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଜଙ୍ଗଲ ହ୍ରାସ କରି ରାସ୍ତା ନିର୍ମାଣ ଓ କୋଠା ତିଆରି…

ଆଜିଠୁ ରାଜଧାନୀରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ଓ ଇ-ରିକ୍ସା ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ମୋ ବସ୍‌ର ସଫଳତା ପରେ ଇ-ବସ୍‌ ସେବା ଆରମ୍ଭ ହେବ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୨୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮…