Month: August 2022

ଡିସିପି ଅଫିସ ଆଗରେ ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା । ମୃତ ବ୍ୟକ୍ତି ଜଣଙ୍କ ସୌମ୍ୟ କୁଣ୍ଡ। ସୌମ୍ୟ ମେଟ୍ରୋ ଟାୱାର ନିକଟରେ ଚା’ ଦୋକାନ କରିଥିଲେ। ପୁଲିସ ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ…

ଆଜି ଏସିଆ କପ୍‌ରେ ହଂକଂକୁ ଭେଟିବ ଭାରତ

ଦୁବାଇ: ଭାରତ ଆଜି ନିଜର ୨ୟ ମ୍ୟାଚ ପାଇଁ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି । ଏସିଆ କପ୍‌ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ହଂକଂ । ଉଭୟ ଦଳ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁକାବିଲା ଖେଳାଯିବ । ଭାରତୀୟ…

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଆଜି ପବିତ୍ର ଗଣେଶ ପୂଜା । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ ଭାବେ ସର୍ବବିଦିତ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ…

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୭୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର :ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮…

ମୂର୍ତ୍ତି ଉଚ୍ଚତାରେ ଲାଗିଲା କଟକଣା: ୨୦ ଫୁଟ୍‌ରୁ ଅଧିକା ହେଇପାରିବନି ମୂର୍ତ୍ତି

ଭୁବନେଶ୍ବର : ମୂର୍ତ୍ତି ନିର୍ମାଣରେ ଲାଗିଲା କଟକଣା। ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିଗୁଡ଼ିକର ଉଚ୍ଚତା ୨୦ଫୁଟ୍ ରହିବ ବୋଲି ସୂଚନା ରହିଛି। ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ‘ଦି ଓଡ଼ିଶା ପ୍ରିଭେନ୍ସସନାଲ୍ ଆଣ୍ଡ୍ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ…

ମୁଣ୍ଡଳି ବ୍ରିଜରେ ସ୍କୁଟି ଥୋଇ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ

ମହାନଦୀ ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି। ଚପଲଟି ଜଣେ ପୁରୁଷ ବ୍ୟକ୍ତିଙ୍କ ହୋଇଥିବାରୁ ଜଣେ ଯୁବକ…

ଭିଜିଲାନ୍ସ ଜାଲରେ ବ୍ଲକ୍ ଶିକ୍ଷା ଅଧିକାରୀ

ଘଟଗାଁ: ଲାଞ୍ଚ ନେଇ ଧରାପଡିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା । ଏରିୟର ଟଙ୍କା କରାଇ ଦେବାକୁ ଜଣେ ଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ…

୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ। ପାଖାପାଖି ୨ ମାସର ପରେ ଗତକାଲି ସେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି ଅର୍ଦ୍ଧେନ୍ଦୁ । ଦୁଇ ଦିନ ପୂର୍ବେ ହାଇକୋର୍ଟରୁ ମିଳିଥିଲା ସର୍ତ୍ତମୂଳକ ଜାମିନ। ସୂଚନା ଥାଉକି, ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି…

ଆଜି ଜାତୀୟ କ୍ରୀଡା ଦିବସରେ ବିଜୁ କ୍ରୀଡ଼ା ସମ୍ମାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡ଼ା ଦିବସ । ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ…