Month: September 2022

ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ୱର ପରିଡା

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ପଦରୁ ମଧ୍ୟ ତେଜେଶ୍ବର ପରିଡ଼ା ଇସ୍ତଫା ଦେଇଛି । ଏନେଇ ଟ୍ବିଟ କରି ଜଣାଇଛନ୍ତି ତେଜେଶ୍ବର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ

କାବୁଲ୍‌: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । ଆଜି ସକାଳେ କାବୁଲ୍‌ସ୍ଥିତ ଏକ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ୧୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ତେବେ ଏହି…

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଯଶୱନ୍ତ ସିଂହ

କଟକ: ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏବେ ଜଷ୍ଟିସ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି…

ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ…

ଧାର୍ଯ୍ୟ ସମୟଠାରୁ ୧ ମାସ ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମା

କଟକ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମାକୁ ନେଇ ଛାନିଆ ହୋଇ ଯାଇଥିବା ଗାଡ଼ି ଚାଳଳଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି।…

କଟକ ବାରବାଟୀ ବିଧାୟକଙ୍କୁ ୩ ବର୍ଷ ଜେଲ୍

କଟକ: କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍‌ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ।…

ବ୍ରହ୍ମପୁତ୍ରରେ ଡ଼ଙ୍ଗା ବୁଡ଼ି ୭ ନିଖୋଜ

ଧୁବ୍ରୀ: ଆସାମର ଧୁବୁରି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । କ୍ଷମତାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ଡଙ୍ଗା ଗୁରୁବାର ଦିନ ନଦୀ ମଧ୍ୟରେ ବୁଡ଼ିଯାଇଛି । ୧୦୦ଜଣ ଯାତ୍ରୀ ଥିବା ଉକ୍ତ ଡଙ୍ଗାରେ…

ଏବେ ଅବିବାହିତ ମହିଳା କରିପାରିବେ ଗର୍ଭପାତ

ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କର ଅଧିକାରକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। । ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନେନ୍ସି ଆକ୍ଟ ଅନୁଯାୟୀ ମହିଳାମାନଙ୍କର ଗର୍ଭପାତ ଅଧିକାର ରହିଛି । ସେ ବିବାହିତ ହୁଅନ୍ତୁ କୀ ଅବିବାହିତ କୌଣସି ମହିଳା ଗର୍ଭପାତ କରାଇପାରିବେ…

ଗିରଫ ହେବେ ଟେଲିଭିଜନ କୁଇନ ଏକତା କପୁର ଓ ମା’ ଶୋଭା କପୁର

ଡେଲି ଟିଭି ସୋପର ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକତା କପୁର ଓ ଶୋଭା କପୁରଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି । ବିହାର ବେଗୁସରାଇର ଏକ କୋର୍ଟଙ୍କ ପକ୍ଷରୁ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ୱେବସିରିଜ XXX ସିଜିନ୍-୨…

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି | ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି…