ସିନାପାଲି ମୁଖ୍ୟାଳୟରେ ରହୁ ନାହାନ୍ତି ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ; ଉନ୍ନୟନ କାର୍ଯ୍ୟରେ ବାଧା, ସମିତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ।
ସିନାପାଲି,୨୯।୧୧(ନି ସୂ ): ସରକାର ଉନ୍ନୟନ ମୂଳକ କାର୍ଯ୍ୟ ର ତ୍ୱରାନ୍ୱିତ ଓ ଅଧିକାରୀ କର୍ମଚାରୀ ମାନଙ୍କ ସୁବିଧା ପାଇଁ ମହାନ ଉଦ୍ଧେଶ୍ୟରେ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ମାନଙ୍କ ରହିବା ସକାଶେ କାର୍ଯ୍ୟରତ ସ୍ଥାନରେ ଗୃହ ଯୋଗାଇ ରହିବାର ବ୍ୟବସ୍ଥା…