ସିନାପାଲି ଶିଶୁମନ୍ଦିରର ବନବିହାର କାର୍ଯ୍ଯକ୍ରମ
ସିନାପାଲି:୨୨/୧୨- ସିନାପାଲି ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିରର ପ୍ରଥମ ପର୍ଯ୍ଯାୟ ବନବିହାର କାର୍ଯ୍ଯକ୍ରମ ସ୍ଥାନୀୟ ରାମପୁର ଆମ୍ୱ ତୋଟାରେ ଅନୁଷ୍ଠିତ ହୋଇଯାଇଛି l ଶିଶୁ ପ୍ରାରମ୍ଭ ରୁ ତୃତୀୟ ଶ୍ରେଣୀ ପର୍ଯ୍ଯନ୍ତ ପ୍ରାୟ ତିନିଶହ ଶିଶୁ ଭାଇଭଉଣୀଙ୍କୁ ନେଇ ଆୟୋଜିତ ଏହି ବନବିହାର…