ବାସୁଦେବପୁରରେ ୨ୟ ପର୍ଯ୍ୟାୟ ଟୀକା କରଣ
ଭଦ୍ରକ,୮/୨(ନି.ପ୍ର):କରୋନା ଭୟରେ ମଣିଷ ଅତ୍ୟନ୍ତ ଶଙ୍କା ଆଉ ଆଶଂକା ମଧ୍ୟରେ ଜୀବନ ବିତାଉ ଥିବା ବେଳେ କରୋନା ଟୀକା ମଣିଷ ମନରେ ପୁନଶ୍ଚ କରୋନା ମହାମାରୀ କବଳରୁ ନିରାପଦ ରହିବାର ଆତ୍ମବିଶ୍ଵାସ ଆଣିଦେଇ ପାରିଛି ।