Author: nirbhaysuchana

ବାସୁଦେବପୁର ପଞ୍ଚାୟତ ସମିତିର ୬ଷ୍ଠ ତମ ସାଧାରଣ ବୈଠକ ଅନୁଷ୍ଠିତ

ଭଦ୍ରକ୨୧/୧୧:(ସୂର୍ଯ୍ୟୋଦୟ ବିଶ୍ୱାଳ)ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ଟାଉନ ହଲ୍ ପରିସର ରେ ବାସୁଦେବପୁର ପଞ୍ଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାସୁଦେବପୁରର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟଙ୍କ ସହ ବିଡିଓ ସତ୍ୟଜିତ ରାଉତ,ଜିପିଓ ଅଶୋକ…

ଅଣ ହିନ୍ଦୁ ପୂଜକ ପାଟଣେଶ୍ବରୀ ମନ୍ଦୀର ରେ ପୂଜା କରୁଥିବା ନେଇ ବଲାଙ୍ଗୀର ଜିଲ୍ଲାରେ ଅସନ୍ତୋଷ ବାତାବରଣ ସୃଷ୍ଟି ।

ବଲାଙ୍ଗୀର ତାରିଖ : ୨୧/୧୧/୨୦୨୧66 : ଆଜି ରବିବାର ଦିନ ବଲାଙ୍ଗୀର ସହର ସ୍ଥିତ ବଲାଙ୍ଗୀର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀ ମନ୍ଦିର ରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ମନ୍ଦିର ରେ ଗତ ୧/୧୧/୨୦୨୧ ତାରିଖ ରୁ…

ମହାମାରୀ ଯାଇନାହିଁ; ଗରିବ କଲ୍ୟାଣ ଯୋଜନା ବନ୍ଦ ନକରିବା ପାଇଁ ମୋଦିଙ୍କୁ ଚଠି ଲେଖିଲେ ନବୀନ

ଭୁବନେଶ୍ୱର ୨୧ /୧୧ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନସ୍ଥ ହିତାଧିକାରୀ ମାନଙ୍କୁ ଆହୁରୀ ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରି…

ରନ୍ଧନ ଗ୍ୟାସ ଓ ତୈଳ ବୃଦ୍ଧିନେଇ ୩ଦିନ ଧରି ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର ୨୧ /୧୧ : ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜୁ ଜନତା ଦଳ ବିଜୁ ଛାତ୍ର ଜନତା ଏବଂ ବିଜୁ ମହିଳା ଜନତା ଦଳ ତରଫରୁ ଆସନ୍ତା କାଲିଠାରୁ ୩ ଦିନ ଧରି…

ସିନାପାଲି ବ୍ଲକ କ୍ରୁଷି ଅଫିସ ରେ ପାନୀୟ ଜଲ ମରୁଣି, ଖୁଦ୍ ବିଭାଗୀୟ ଅଧିକାରୀ କର୍ମଚାରୀ ବ୍ୟବହାର କରୁଛନ୍ତି କିଣା ପାଣି।

ସିନାପାଲି-୨୦/୧୧/:ନିପ୍ର :ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କ୍ରୁଷି ଅଫିସରେ ପିଇବା ପାଣି ତଥା ବ୍ୟବହାର କରିବା  ପାଣି ର ଘୋର ସଂକଟ    ଦେଖା ଦେଇଛି। କ୍ରୁଷି ବିଭାଗ ର ଅଧିକାରୀ ସମେତ କର୍ମଚାରୀ ମାନେ ପିଇବା  ପାଣି ତଥା ବ୍ୟବହାର…

ହାତୀଦାନ୍ତ ଓ ବାଘନଖ ଜବତଘଟଣା,ବାପ ପୁଅ ସମେତ ୪ କୋର୍ଟ ଚାଲାଣ।

ସିନାପାଲି,୨୦।୧୧(ନିପ୍ର):ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଓ ସିନାପାଲି ବନ ବିଭାଗ ତରଫରୁ ହାତୀଦାନ୍ତ ଓ ବାଘନଖ ଜବତ ଘଟଣାରେ ଆଜି ବାପପୁଅ ଙ୍କ ସମେତ ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ମାନେ ହେଲେ ସିନାପାଲି ବ୍ଲକ…

ସିନପାଳିରେ ଦାଦନ ସମସ୍ୟା ଉତ୍କଟ, ବଢ଼ିବାରେ ଲାଗିଛି ଦାଦନ ଦଲାଲଙ୍କ ପ୍ରାଦୁର୍ଭାବ, ଦାଦନ ଯାଇ ପାରିଶ୍ରମିକ ନ ପାଇ ଠକାମିର ଶିକାର ହେଲେ ୧୭ ଶ୍ରମିକ।

ସିନାପାଲି,୨୦।୧୧(ନିପ୍ର) : ରାଜ୍ୟରେ ନୂଆପଡା ଏକ ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ। ପ୍ରତି ବର୍ଷ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି। ପ୍ରଶାସନର ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଦାଦନ ରୋକିବାରେ ସଫଳ ହୋଇ ପାରୁ…

ଏକ ଘଣ୍ଟା ୨୫ ମିନିଟ ପାଇଁ କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ

ସ୍ୱଳ୍ପ ସମୟ ପାଇଁ କମଳା ଙ୍କୁ ଦିଆଗଲା ଆମେରିକା ରାଷ୍ଟ୍ରପତି ଦାୟିତ୍ୱ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିଲା ରାଷ୍ଟ୍ରପତିଙ୍କ କ୍ଷମତା ।ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ତାଙ୍କୁ ନିୟମିତ ସ୍ବାସ୍ଥ୍ଯ ପରୀକ୍ଷା…

ସରିଲା ଧର୍ମମାସ, ଆଜି ଛାଡ଼ଖାଇ

ଭୁବନେଶ୍ୱର: ସରିଲା ଧର୍ମମାସ। ଆଜି ହେଉଛି ଛାଡ଼ଖାଇ । କାର୍ତ୍ତିକ ମାସ ସରିଲେ ଛାଡ଼ଖାଇକୁ ଅପେକ୍ଷା କରିଥାନ୍ତି ଆମିଷାଶୀ ଲୋକେ ଏବଂ ଆମିଷ ବ୍ୟବସାୟୀ। କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି । ମାସେ…

ଢେଙ୍କାନାଳ ଲୋକସଭା ସାଂସଦଙ୍କ ଅଫିସ ସହାୟକଙ୍କ ଟ୍ରକ ଚାପରେ ମୃତ୍ୟୁ

ଅନୁଗୁଳ : ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁଙ୍କ କାର୍ଯ୍ୟାଳୟର ବ୍ୟକ୍ତିଗତ ସହାୟକ ଭାବେ ଦୀର୍ଘ ବର୍ଷ ଧରି ଶୁଶାନ୍ତ କାମ କରୁଥିବା କଣିହାଁ ବ୍ଲକ ପବିତ୍ରନଗର ଗ୍ରାମର ଶୁଶାନ୍ତ ପ୍ରଧାନଙ୍କର ଶନିବାର ଭୋର ବେଳେ ସଡ଼କ ଦୁର୍ଘଟଣାରେ ଅକାଳ ଦେହାନ୍ତ…