Category: BREAKING NEWS

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚେହେରା

ଫିଟୁଛି ନାଗ ଫାଶ ଗୁମର । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚେହେରା । ବ୍ଲାକମେଲିଂ ଓ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ପକ୍ରିୟାକୁ ଜୋରଦାର କରିଥିବା ବେଳେ, ମଙ୍ଗଳବାର ଇଡିରେ ହାଜର…

ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଅର୍ଚ୍ଚନା ନାଗ ମାମଲାରେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ସେ ତାଙ୍କ ଓକିଲ ଆକାଶ ଭୂୟାଁଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଛି। ପୂର୍ବରୁ…

ଅର୍ଚ୍ଚନା ନାଗ ମାମଲାରେ ଟଣା ହେବେ ବଡ଼ ମୁଣ୍ଡ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ନୂଆ ତଥ୍ୟ ପଦାକୁ ଆସୁଛି । ପ୍ରଥମ ପର‌୍ୟ୍ୟାୟରେ ଅର୍ଚ୍ଚନାର ବିଜିନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଜେରା କରି କିଛି ନେତା ଓ ବ୍ୟବସାୟୀଙ୍କ…

ରୋଟାରି କ୍ଲବ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭଦ୍ରକ,୨୦/୧୧(ନି.ପ୍ର):ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ଜବାହର ନବୋଦୟ ବିଦ୍ୟାଳୟ ଚାନ୍ଦିମାଳ ଠାରେ ରୋଟାରି କ୍ଲବ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଯାଇଛି |ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ଵନାଥ ଖିଲାରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିର ରୋଟାରି…

ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିରାଟ ଆନ୍ଦୋଳନ

ସିନାପାଲି୧୯/୧୧- ନିପ୍ର :ରାଜ୍ଯ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ସଂଘର ତିନି ଦଫା ଦାବି ନେଇ ରବିବାର ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ସିନାପାଲି ଠାରେ ଅନୁଷ୍ଠିତ ହୋଇଛି l ପ୍ରଥମେ…

ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସ

ପୁରୀ: ପ୍ରତିବର୍ଷ ୧୯ ନଭେମ୍ବର ୨୦୨୨ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲିଙ୍ଗମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା। ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା ଏହାର…

ଟ୍ରେନ୍‌ରେ ଚଢିଲା ବେଳେ ରେଳରୁ ଖସି ତିନି ଗୁରୁତର

ଭଦ୍ରକ: ଅତ୍ୟଧିକ ଭିଡ଼ରେ ଟ୍ରେନ୍‌ରେ ଚଢ଼ୁ ଚଢ଼ୁ ଗଳି ପଡ଼ିଲେ ୩ ଯାତ୍ରୀ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ରେଳଷ୍ଟେସନ ଅନତିଦୂର ଦୁଲଖପାଟଣା ଷ୍ଟେସନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଯାତ୍ରୀ ୩ଜଣ ଗୁରୁତର ହୋଇଥିବା…

ଇଡିରେ ହାଜର ହେଲେନି ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର: ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୧୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ବ୍ୟତିଗତ ହାଜର ହୋଇ ନଥିଲେ। ପୂର୍ବରୁ ଅକ୍ଷୟଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଥିଲା ଇଡି । ଅନ୍ୟପକ୍ଷରେ ତାଙ୍କ ଓକିଲ…

ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ହୃଦରୋଗରେ ପରଲୋକ

ଭୁବନେଶ୍ବର: ସ୍ବନାମଧନ୍ୟ ଚିକିତ୍ସକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କର ପରଲୋକ ହୋଇଛି । ଆଜି ପ୍ରାତଃ ଘ ୪-୪୫ମି ସମୟରେ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି।ସେ ଜଣେ ଜଣାଶୁଣା ହୂଦରୋଗ ବିଶେଷଜ୍ଞ…

ଦୁର୍ବଳ ହେଉଛି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ, ଢଙ୍କାଯାଇପାରେ ରୁପା ଚାଦର

ପୁରୀ: ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ। ଏଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ଼ ସ୍ତମ୍ଭକୁ ରୂପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ…