Category: Corona Update

ରାଜ୍ୟରେ ଶିଶୁମାନଙ୍କ ଟିକାକରଣ ପାଇଁ ପ୍ରସ୍ତୁତି : ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା

ଭୁବନେଶ୍ବର ୨୧/୧୦ : ଆସନ୍ତାକାଲିଠାରୁ ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।…

ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ, ୫୫୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର୧୯/୧୦: ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ପୁଣି ବୃଦ୍ଧି ଲକ୍ଷ୍ୟ କରାଯାଇଛି । ସୋମବାର ସଂଧ୍ୟା ସୁଦ୍ଧା ରାଜ୍ୟରେ ୫୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ପାର୍ବଣକୁ ନେଇ ଡିଏମ୍‌ଇଟିଙ୍କ ସତର୍କ ସୂଚନା

ଭୁବନେଶ୍ୱର୩୦/୦୯: ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର ଡିଏମ୍‌ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ…

ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସୂଚନା

ଭୁବନେଶ୍ୱର୨୭ /୦୯: ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡ଼ି ନ ପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଏ…

ରାଜ୍ୟରେ ପୁଣି ବ୍ଲାକ୍‌ ଫଙ୍ଗସ ଆତଙ୍କ

ଭୁବନେଶ୍ୱର୨୧/୦୯: ରାଜ୍ୟରେ ବ୍ଲାକ୍‌ ଫଙ୍ଗସରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟରେ…

ଆଜି ରାଜ୍ୟରେ ୬୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ।

ଭୁବନେଶ୍ୱର ୧୮/୦୯:ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…

ରାଜଧାନୀରେ ବଢୁଛି ପଜିଟିଭ୍ ସଂଖ୍ୟା ।

ଭୁୁବନେଶ୍ୱର୦୮/୦୯:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ୨୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୮ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୭୮ ଲୋକାଲ୍…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ହେଇପାରେ ସ୍କୁଲ।

ଭୁବନେଶ୍ବର୦୭/୦୯: ସ୍କୁଲରେ ଏବେ ସଂକ୍ରମଣ ବଢୁଛି । ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଏମିଟି ସିବିକେ ମହାନ୍ତି ।…

ରାଜ୍ୟରେ କରୋନା ସଂକ୍ରମଣ ହେଉଛନ୍ତି ପିଲା ।

ଭୁବନେଶ୍ୱର୦୭/୦୯: ରାଜ୍ୟରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨ଟି ସ୍କୁଲରୁ ୩୪ ଜଣ ସଂକ୍ରମିତ ଚିହ୍ନଟ…