Category: Corona Update

ରାଜ୍ୟରେ ଆଜି ୬,୬୪୭ କରୋନା ପଜିଟିଭ୍ ଚିହ୍ନଟ, ୮ ଜଣ ମୃତ୍ୟୁ

ଭୁବନେଶ୍ବର,୨୪/୪ : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬,୬୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ରେ…

ସଟ୍‌ଡାଉନ୍ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକରେ ବ୍ୟାପକ ପଦକ୍ଷେପ

ଆଜିଠାରୁ ସଟ୍‌ଡାଉନ୍ ହେଲେ ମଧ୍ୟ ଗତକାଲି ରାତି ୯ଟାରୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ପାଇଁ ୨୫ଟି ଚେକ୍‌ ପୋଷ୍ଟ…

୬ଟି ରାଜ୍ୟକୁ ୨୫୦ ଟନ୍ ଅକ୍ସିଜେନ ଯୋଗାଇଲା ଓଡ଼ିଶା

 କୋଭିଡ୍ ସ୍ଥିତି ଯେତିକି ଭୀଷଣ ହେଉଛି, ଅକ୍ସିଜେନ୍ ସମସ୍ୟା ସେତିକି ଉତ୍କଟ ହେବାରେ ଲାଗିଛି। ଏହାକୁ ନେଇ ଅଧିକ ସଂକ୍ରମିତ ରାଜ୍ୟରେ ଆତଙ୍କ ଖେଳିଗଲାଣି। ଏଭଳିସ୍ଥଳେ ଓଡ଼ିଶା…

ଆସନ୍ତାକାଲିଠାରୁ ସମଗ୍ର ରାଜ୍ୟର ସହରାଞ୍ଚଳରେ ଜାରି ହେବ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ସମଗ୍ର ରାଜ୍ୟର ସହରାଞ୍ଚଳରେ ଜାରି ହେବ ସପ୍ତାହାନ୍ତ ସଟଡାଉନ୍। ମୋଟାମୋଟି ଆଜିର ନାଇଟ୍ କର୍ଫ୍ୟୁ ସମୟରୁ ସୋମବାର ସକାଳ ଯାଏ ବଳବତ୍ତର ରହିବ…

୬ଟି ରାଜ୍ୟକୁ ସଂଜିବନୀ କୁହାଯାଉଥିବା ଅକ୍ସିଜେନ ଯୋଗାଣ ଆରମ୍ଭ କରିଛି ଓଡିଶା

 କୋଭିଡରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ବାହାର ରାଜ୍ୟରେ ଅକ୍ସିଜେନର କେତେ ଆବଶ୍ୟକତା ରହିଛି, ତାହା ଆପଣ ଜାଣିଥିବେ । ଏହାରି ଭିତରେ ଯାଜପୁୁର କଳିଙ୍ଗନଗର ଟାଟାଷ୍ଟିଲ…

ମେ ପ୍ରଥମ ସପ୍ତାହରୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିନିମନ୍ତେ ଯୁବବର୍ଗଙ୍କ ମଧ୍ୟରେ ଦେଖାଦେଲାଣି ଉତ୍କଣ୍ଠା । ଆସନ୍ତା ୨୮ ତାରିଖରୁ ଏଥିପାଇଁ…

ଆଜି ପ୍ରଧାନମନ୍ତ୍ରୀଙ୍କ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ.

ଆଜି ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍‌-୧୯ ମହାମାରୀଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ବସିଛନ୍ତି। ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ,…

ସବୁ ଘରୋଇ ହସପିଟାଲରେ ବି କୋଭିଡ଼ ରୋଗୀ ଚିକିତ୍ସିତ ହେବେ :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର : କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ଶଯ୍ୟା, ଆଇସିୟୂ ଓ ଭେଂଟିଲେଟରର ବି ଅଭାବ ପରିଲକ୍ଷିତ ହୋଇଛି । ତେବେ ବେସରକାରୀ ହସପିଟାଲଗୁଡ଼ିକ କରୋନା…

ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ମହାନତା

ମୁମ୍ବାଇ ୨୨।୪ : ଦେଶର ଅନେକ ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏଭଳି ପରିସ୍ଥିତିରେ କୋଭିଡ-୧୯ ଟୀକାକରଣ ମଧ୍ୟ ଦ୍ରୁତ ଗତିରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୨।୪: ଭାରତ ସରକାର ଆଗାମୀ ଦିନରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଭ୍ୟାକସିନ୍ ଦେବାର ଘୋଷଣା କରିଛନ୍ତି। ଏହାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…