Category: BREAKING NEWS

ମାସ୍କ ପାଇଁ ଯୁବକଙ୍କୁ ମାଡ ଓ ଗିରଫ ଘଟଣା,ପୁଅକୁ ନ୍ୟାୟ ଦାବିରେ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଭେଟିଲେ ମା।ପୁଅକୁ ନ୍ୟାୟ ନଦେଲେ ଆତ୍ମାହୂତି ଦେବେ ବୋଲି କହିଲେ ଯୁବକଙ୍କ ମା

ଭଦ୍ରକ ୧୨।୪:ମାସ୍କ ଚେକିଂ ନାଁରେ ଯୁବକଙ୍କୁ ମାଡ଼ ଓ ସଙ୍ଗୀନ ଦଫାରେ କୋର୍ଟ ଚାଲାଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ । ଯୁବକଙ୍କ ସମ୍ପର୍କୀୟ ଭଦ୍ରକ ଅତିରିକ୍ତ ଏସପିଙ୍କୁ…

ରାଜ୍ୟ କ୍ୟାବିନେଟରେ ଭୁବନେଶ୍ୱର କର୍କଟ ହସ୍ପିଟାଲକୁ ମଂଜୁରୀ, ବାଗଚୀ ଦମ୍ପତି ଦେବେ ୩୪୦ କୋଟି ଟଙ୍କା

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି…

ମାସ୍କ ନପିନ୍ଧି ୨୪ ଘଂଟା ମଧ୍ୟରେ ୪୪୨ ଜଣଙ୍କ ଠାରୁ ଜୋରିମାନା ଆଦାୟ .

କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୪୪୨ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା ଆଦାୟ କରାଯାଇଛି । ସେହିପରି…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ରାଜ୍ୟ କ୍ୟାବିନେଟ୍‌ ବୈଠକ , ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର ୧୨।୦୪ : ସରିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ…

ପିପିଲି ଉପନିର୍ବାଚନ ; ଆଜି ୬ ସ୍ଥାନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ପିପିଲି ଉପନିର୍ବାଚନକୁ ଆଉ ୬ ଦିନ ବାକି ଥିବାବେଳେ ନିର୍ବାଚନୀ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୪ ଦିନ ବାକି ରହିଛି। ଏଥିପାଇଁ…

ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ…

ବାଲେଶ୍ବର ଇମାମି ପେପର୍‌ ମିଲ୍‌ ଅଞ୍ଚଳରୁ ୧୦୧ ପଜିଟିଭ୍‌‌ ଚିହ୍ନଟ,

ବାଲେଶ୍ବର: ମା‌ତ୍ରାଧିକ କରୋନା ସଂକ୍ରମଣ ଚିହ୍ନଟ କାରଣରୁ ବାଲେଶ୍ବରସ୍ଥିତ ଇମାମି ପେପର୍‌ ମିଲ୍‌ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଗତ ଶୁକ୍ରବାର ଦିନ ଇମାମି…

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀଙ୍କ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି ।…