Category: ରାଜ୍ୟ

ଅନୁମତି ବିନା ବିଏମ୍‌ସିରେ ଜନ୍ମଦିନ ପାଳନ ଉତ୍ସବ ବେଳେ ସିଲ୍‌ ‌ହେଲା ରାମ ମନ୍ଦିରର ଫଙ୍କ୍‌ସନ୍‌ ହଲ୍‌

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲୁଥିବା କାରଣରୁ ସଚେତନତା ବ୍ୟବସ୍ଥାକୁ ପୂର୍ବାପେକ୍ଷା କଡ଼ାକଡ଼ି କରାଯାଇଛି। ଏହି ପରିସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର…

ଏସ୍‌ସିବିରୁ ‘ଦଲାଲ’ ହଟାଇବା ପାଇଁ ବୈଠକରେ ପ୍ରଶାସନ ପକ୍ଷରୁ ଚେତାବନୀ

କଟକ: କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବଡ ମେଡିକାଲରୁ ଦଲାଲ ହଟାଇବା ସଂପର୍କରେ ଜିଲ୍ଲାର ଅଧିକାରୀ, କଟକର ୬୦/୭୦ଜଣ ଘରୋଇ ନର୍ସିଂହୋମ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର…

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରେ ରଖି ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ ରାତ୍ରିକାଳୀନ କର୍ଫ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । କିଛି ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ…

କୋରାନ ନେଉଛି ନୂଆ ରୂପ ଆଗକୁ ପରିସ୍ଥିତି ଭୟଙ୍କର ହେବ : ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ‘‘କୋଭିଡ୍‌ର ନୂତନ ତରଙ୍ଗ ଅଧିକ ସଂକ୍ରାମକ ମନେହେଉଛି। ଯଦି ଆମେ ଏହାକୁ ଗମ୍ଭୀରତାର ସହ ଗ୍ରହଣ ନକରିବା ତେବେ ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି…

ଗାଡି ସାଇଡ଼ ମାରିବାକୁ ନେଇ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ

ଭଦ୍ରକ:ଗାଡ଼ି ସାଇଡ ମାରିବାକୁ ନେଇ ଯୁବକଙ୍କ ସଙ୍ଗବଦ୍ଧ ଆକ୍ରମଣ ହୋଇଛି। ସମ୍ପୃକ୍ତ ଯୁବକ ଜଣକ  ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବ୍ୟବହୃତ ସ୍କର୍ପିଓ ଗାଡିକୁ ଜବତ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏଜିମାନଙ୍କର ବକେୟା ପାରିଶ୍ରମିକ ନେଇ ଗଣ ଧାରଣା

ଭଦ୍ରକ,୬/୪ :ଭଦ୍ରକ ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକରୁଥିବା ପିପୁଲ୍‌ଏକ୍ସନ୍ ଗ୍ରୁପ୍(ପିଏଜି)ମାନଙ୍କର ବକେୟା ଦରମା ନମିଳିବା ହେତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପିଏଜି କର୍ମଚାରୀମାନେ ଗଣ ଧାରଣା…

ଆଦାୟ ହେଲା ୨୭ ଲକ୍ଷ ୬୪ ହଜାର ଟଙ୍କା ଜୋରିମାନା ;୨୧ ଜଣଙ୍କୁ ଗିରଫ. ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍

ଭୁବନେଶ୍ୱର : ଗୋଟିଏ ଦିନରେ ରାଜ୍ୟ ପୁଲିସ୍ ୯୦୦ ଗାଡ଼ି ଜବତ କରିଛି। ୨୧ ଜଣଙ୍କୁ ଗିରଫ କରିଛି। ତା’ସହିତ ୨୭ ଲକ୍ଷ ୬୪ ହଜାର ଟଙ୍କା…

କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀରେ ପ୍ରବେଶ କରିବାକୁ ହେଲେ ଦେଖାଇବାକୁ ପଡ଼ିବ ଏହି ୨ ରିପୋର୍ଟ

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀରେ ଆହୁରି  କଡ଼ାକଡ଼ି ହେଲା ନିୟମ। ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରୁ ଆସୁଥିବା ପର୍ଯ୍ୟଟକଙ୍କ…

୩ଲକ୍ଷ ୪୯ ହଜାର ଟିକା ଆଜି ଅପରାହ୍ନ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଆଜି ଅପରାହ୍ନରେ ୩ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ। ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ। ଯଦି ଅଧିକ ଟିକା…

ପୁରୀରେ ପର୍ଯ୍ୟଟକମାନଙ୍କ ପାଇଁ କରୋନା କଟକଣା

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପର୍ଯ୍ୟଟକମାନଙ୍କ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏଣିକି ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କ…