Category: ରାଜ୍ୟ

ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ବିଏମ୍‌ସିର ନୂଆ ମାର୍ଗଦର୍ଶିକା ଜାରି

କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭବନେଶ୍ବର ମହାନଗର ନିଗମ (ବିଏମ୍‌ସି) ବୁଧବାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ…

କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ରାମ ମନ୍ଦିର କମ୍ୟୁନିଟି ହଲକୁ ସିଲ୍

ରାଜ୍ୟରେ ଦୃତ ଗତିରେ ବବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦୦ ଅଧିକ ପଜିଟିଭ୍ । ସଂକ୍ରମଣକୁ ରୋକିବା…

ରାଜଧାନୀର ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍ କୋଭିଡ ନିୟମ ଉଲ୍ଲଂଘନ କରିବାରୁ ବନ୍ଦ ହେଲା‌

ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଏକ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି । ରାଜଧାନୀ ଉପକଣ୍ଠ ପଳାସପଲ୍ଲୀରେ ଥିବା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ…

ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପିପିଲି: ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ…

ଅନୁମତି ବିନା ବିଏମ୍‌ସିରେ ଜନ୍ମଦିନ ପାଳନ ଉତ୍ସବ ବେଳେ ସିଲ୍‌ ‌ହେଲା ରାମ ମନ୍ଦିରର ଫଙ୍କ୍‌ସନ୍‌ ହଲ୍‌

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲୁଥିବା କାରଣରୁ ସଚେତନତା ବ୍ୟବସ୍ଥାକୁ ପୂର୍ବାପେକ୍ଷା କଡ଼ାକଡ଼ି କରାଯାଇଛି। ଏହି ପରିସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର…

ଏସ୍‌ସିବିରୁ ‘ଦଲାଲ’ ହଟାଇବା ପାଇଁ ବୈଠକରେ ପ୍ରଶାସନ ପକ୍ଷରୁ ଚେତାବନୀ

କଟକ: କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବଡ ମେଡିକାଲରୁ ଦଲାଲ ହଟାଇବା ସଂପର୍କରେ ଜିଲ୍ଲାର ଅଧିକାରୀ, କଟକର ୬୦/୭୦ଜଣ ଘରୋଇ ନର୍ସିଂହୋମ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର…

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରେ ରଖି ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ ରାତ୍ରିକାଳୀନ କର୍ଫ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । କିଛି ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ…

କୋରାନ ନେଉଛି ନୂଆ ରୂପ ଆଗକୁ ପରିସ୍ଥିତି ଭୟଙ୍କର ହେବ : ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ‘‘କୋଭିଡ୍‌ର ନୂତନ ତରଙ୍ଗ ଅଧିକ ସଂକ୍ରାମକ ମନେହେଉଛି। ଯଦି ଆମେ ଏହାକୁ ଗମ୍ଭୀରତାର ସହ ଗ୍ରହଣ ନକରିବା ତେବେ ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି…

ଗାଡି ସାଇଡ଼ ମାରିବାକୁ ନେଇ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ

ଭଦ୍ରକ:ଗାଡ଼ି ସାଇଡ ମାରିବାକୁ ନେଇ ଯୁବକଙ୍କ ସଙ୍ଗବଦ୍ଧ ଆକ୍ରମଣ ହୋଇଛି। ସମ୍ପୃକ୍ତ ଯୁବକ ଜଣକ  ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବ୍ୟବହୃତ ସ୍କର୍ପିଓ ଗାଡିକୁ ଜବତ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏଜିମାନଙ୍କର ବକେୟା ପାରିଶ୍ରମିକ ନେଇ ଗଣ ଧାରଣା

ଭଦ୍ରକ,୬/୪ :ଭଦ୍ରକ ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକରୁଥିବା ପିପୁଲ୍‌ଏକ୍ସନ୍ ଗ୍ରୁପ୍(ପିଏଜି)ମାନଙ୍କର ବକେୟା ଦରମା ନମିଳିବା ହେତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପିଏଜି କର୍ମଚାରୀମାନେ ଗଣ ଧାରଣା…