Category: ରାଜ୍ୟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଲେ ୨୩୩ ଜଣ କରୋନା ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୪…

ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ରାତିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେହିପରି ୧୩ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁକଙ୍କ ପାଇଁ ସମବେଦନା…

ଆଜି ପବିତ୍ର ବିଶ୍ୱକର୍ମା ପୂଜା

ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ଆଜିର ଦିନରେ ପ୍ରଭୃ ବିଶ୍ବକର୍ମାଙ୍କୁ ପୂଜା କରାଯାଉଛି। ବିଶେଷ ଭାବେ ବିଶ୍ବକର୍ମା ନିର୍ମାଣ ଦେବତା ହୋଇଥିବାରୁ ଶିଳ୍ପ ଅନୁଷ୍ଠାନରେ ଏହି ପୂଜା ବେଶ ଧୂମଧାମରେ ପାଳିତ ହେଉଛି । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କର…

ପୋଖରୀରୁ ୩ ନବଜାତଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଏକ ପୋଖରୀରେ ଏକକାଳୀନ ଭାସୁଥିଲା ୩ଟି ନବଜାତକଙ୍କ ମୃତଦେହ ମିଳିଛି। ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ତାହା ତନାଘନା ଚଳାଇଛି ପୁଲିସ୍‌। । ଏକକାଳୀନ ୩ଟି ନବଜାତକଙ୍କ…

ଭଙ୍ଗାଗଲା ‘କିଶୋର ଭାଇନା ମଟନ’ ଢାବା

ଭୁବନେଶ୍ବର: ଆଜି ଭଙ୍ଗାଗଲା ଭୁବନେଶ୍ବର ସ୍ଥିତ ‘କିଶୋର ଭାଇନା ମଟନ’ ଢାବା । ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ବୁଲେଡାଜର ସହାୟତାରେ‘କିଶୋର ଭାଇନା ମଟନ’ ଦୋକାନକୁ ଭାଙ୍ଗିଛି। ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି…

ରାଜଧାନୀରେ ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ଶୋ

ଭୁବନେଶ୍ୱର: ଆଜି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱରର କୁଆଖାଇ ପଠା। ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି (ଶୁକ୍ରବାର) ଭୁବନେଶ୍ୱର ଆକାଶରେ କିଛି ଘଣ୍ଟାର ବ୍ୟବଧାନରେ ଦେଖିବାକୁ ମିଳିବ ‘ସୂର୍ଯ୍ୟକିରଣ’ର ଜଲୱା। ଆଜି ଭୁବନେଶ୍ୱର ଆକାଶରେ ନିଜ ଶକ୍ତି…

ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

ବାଲେଶ୍ୱର: ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ । ୭୫ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗୋପନାରାୟଣ ଦାସଙ୍କୁ ଭୁବନେଶ୍ବର ଅଣାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।…

ରସୁଲଗଡ଼ ବ୍ରିଜ ଉପରେ ବାଇକ୍‌କୁ ପଛରୁ ପିଟିଲା କାର୍‌, ପୋଲ ତଳକୁ ଛିଟ୍‌କି ପଡ଼ିଲେ ସ୍ୱାମୀ-ସ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ବ୍ରିଜ ଉପରେ ବାଇକ୍‌କୁ ଦ୍ରୁତ ଗତିରେ ଏକ୍‌ ପିଟିଥିବା ଜଣାପଡ଼ିଛି । ଫଳରେ ପୋଲ ଉପରୁ ସ୍ୱାମୀ-ସ୍ତ୍ରୀ ତଳକୁ ଛିଟିକି ପଡିଛନ୍ତି । ଗତକାଲି ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିବା ବେଳେ ରସୁଲଗଡ଼ ବ୍ରିଜ ଉପରେ ବାଇକ୍‌ରେ…

ରାଜ୍ୟରେ ଆଜି ୨୮୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୬…

‘ସୂର୍ଯ୍ୟକିରଣ’ ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ଅଭ୍ୟାସ ସମ୍ପୂର୍ଣ

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ…