Category: ରାଜ୍ୟ

ଆନନ୍ଦପୁର ଚାରିନାଳିଆ ଛକରେ ଟ୍ରକ ଧକ୍କାରେ ଯୁବକ ଗୁରୁତର

ଆନନ୍ଦପୁର ୦୩।୦୪: ଟ୍ରକ ଧକ୍କାରେ ଯୁବକ ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଚାରିନାଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୁରୁତର ଯୁବକଙ୍କୁ ଉଦ୍ଧାର…

୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ବିଦ୍ୟୁତ ଦର: ଶକ୍ତି ମନ୍ତ୍ରୀ କହିଥିଲେ ପୁନର୍ବିଚାର ହେବ

ବର୍ଦ୍ଧିତ ବଜୁଳି ଦର ଗଣିବେ ଉପଭକ୍ତା ବିଜୁଳି ଦର ବୃଦ୍ଧି ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘରିଥିଲେ ବି ଏପର୍ଯ୍ୟନ୍ତ ଶକ୍ତି ବିଭାଗ ପଦେକ୍ଷପ ନେଇ ନାହିଁ…

କନ୍ଧମାଳ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝିଲେ ୫-ଟି ସଚିବ

କନ୍ଧମାଳ, ୨ ଅପ୍ରେଲ: ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପୂର୍ବାହ୍ନ ୧୧ଟା ସମୟରେ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ଗୁଡ଼ାରୀ ସ୍ଥିତ ଏରୋଡ଼୍ରମ୍…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ।

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ…

ବାଲିଗୁଡାରେ ୧୪୪ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା,୦୧/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ ୧୪୪ତମ ଉତ୍କଳ ଦିବସ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‍ ହ୍ୟୁମାନିଟି’: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉତ୍କଳ ଦିବସ ଅବସରରେ ଆଜି ଉଦଘାଟିତ ହୋଇଛି

କଟକ କ୍ୟାଣ୍ଟନମେଣ୍ଟ ରୋଡର ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଗୋପବନ୍ଧୁ ଛକଠାରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରୟାସର ଅନ୍ୟତମ ସାରଥି,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ,…

ଉତ୍କଳ ଦିବସ ଅବସରରେ ଆଜି ରିଲିଜ୍‍ ହୋଇଛି ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’: ଗୋଟିଏ ଗୀତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାବୋଦ୍ଦୀପକ ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏବଂ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ…

ଇଂରାଜି କହୁଥିବା ବ୍ୟକ୍ତିକୁ ଏଠି ସର୍ବଜ୍ଞାନର ଅଧିକାରୀ ; ଆମ ଭାଷା ଓ ଆମ ପରିଚୟକୁ ବିଲୋପର ଦ୍ବାର ଦେଶକୁ ନେଇଯିବାକୁ ଵସିଛି।

ସୁନ୍ଦରଗଡ଼: ଇଂରାଜି ମାଧ୍ୟମରେ ପିଲାଙ୍କୁ ପଢ଼ାଇ ଅଭିଭାବକ ଗର୍ଵ ଅନୁଭବ କରନ୍ତି। ବିଶେଷ କରି ଇଂରାଜି ପଢୁଥିବା ପିଲାଙ୍କ ଭଵିଷ୍ୟତ ଉଜ୍ଵଳ ଵୋଲି ଅନେକଙ୍କ ଧାରଣା ରହିଛି।…

ଆଉ ଧାନ ବିକି ପାରିବେନି ଚାଷୀ: ରାଜ୍ୟରେ ବନ୍ଦ ହେଲା ଧାନମଣ୍ଡି

ଭୁବନେଶ୍ବର: ରାଜ୍ୟରେ ଧାନମଣ୍ଡି ବନ୍ଦ ହୋଇଗଲା। ଆଉ ଧାନ ବିକି ପାରିବେନି ଚାଷୀ। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ୧୨ ହଜାର ଚାଷୀ ଧାନ ବିକି ପାରିନାହାନ୍ତି। କେବଳ…