ଆଜି ସାରା ଦେଶରେ ‘ଦମନ’ ଫିଲ୍ମର ହିନ୍ଦୀ ରୂପାନ୍ତର ୫ ଶହ ସିନେମା ହଲ୍ରେ ମୁକ୍ତିଲାଭ କରିବ
ନୂଆଦିଲ୍ଲୀ : ଅନେକ ଦିନ ପରେ କୌଣସି ଓଡ଼ିଆ ସିନେମା ପାଇଁ ଓଡ଼ିଆ ଦର୍ଶକଙ୍କ ଭିତରେ ଏମିତି କ୍ରେଜ୍ ଦେଖିବାକୁ ମିଳିଥିଲା । ଆଉ ସେ ଫିଲ୍ମଟି ହେଉଛି ‘ଦମନ’ । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକ ଏମିତି ଭିଡ଼…