ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ଓଡିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତ। ଶନିବାର ରାଷ୍ଟ୍ରପତି ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି ।

ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୨ ଜଣ ଖେଳାଳିଙ୍କୁ ଖେଳରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି।ଏହି ଅବସରେ ବିଭିନ୍ନ ରାଜ୍ୟର ଖେଳାଳି ମାନେ ଯୋଗଦେଇ ରାଷ୍ଟ୍ରପତିଙ୍କ ଠାରୁ ପରୁଷ୍କାର ଗ୍ରହଣ କରିଛନ୍ତି। ଆଥଲେଟ ନିରଜ ଚୋପ୍ରା,ରବି କୁମାର, ଲଭଲିନା,ଶ୍ରୀଜେସ ପିଆର ,ଅବନୀ ଲାକ୍ରା,ସୁମିତ ଅଣ୍ଟିଲ ,ପ୍ରମୋଦ ଭଗତ, କ୍ରିଷ୍ଣ। ନଗର ,ମନୀଷ ନରୱାଲ,ମିଥାଲି ରାଜ,ସୁନୀଲ ଛେତ୍ରୀଓ ମନପ୍ରୀତ ସିଂ ପ୍ରମୁଖ ଯୋଗଦେଇ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କାର ଗ୍ରହଣ କରିଛନ୍ତି ।ଏହି ଆୱାର୍ଡ ଦିଆଯିବା ନେଇ ନଭେମ୍ବର ୨ ତାରିଖରେ ଘୋଷଣା ହୋଇଥିଲା।

Leave a Reply

Your email address will not be published. Required fields are marked *