ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସୂଚନା

ଭୁବନେଶ୍ୱର୨୭ /୦୯: ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡ଼ି ନ ପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଏ…

ବନ୍ଦ ହେଲା ହୀରାକୁଦ ଡ଼୍ୟାମର ସମସ୍ତ ସ୍ଲୁଇସ୍ ଗେଟ୍

ସମ୍ବଲପୁର୨୭ /୦୯:ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି । ପୂର୍ବରୁ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଗତକାଲି…

ମୈାଳିକ ସୁବିଧାରୁ ବଞ୍ଚିତ ପରିବାର -ମିଳୁନାହିଁ ବାର୍ଦ୍ଧକ୍ୟ ଭତା କି ଘର ଖଣ୍ଡିଏ ।

ସାରସକଣା,୨୭।୯-ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଜାଲଦା ପଂଚାୟତ ଅଧିନସ୍ଥ ବଣବୁଡାମରା ଗ୍ରାମରେ ଦେଖିବାକୁ ମିଳିଛି କରୁଣ ଦୃଶ୍ୟ । ଜାତୀୟ ରାଜପଥ ନିକଟରୁ ୨କିମି ଦୂର ବଣବୁଡାମରା…

ଘୁଷୁରୀକୁ ଟାଣିନେଲା କୁମ୍ଭୀର,ଲୋକେ ଆତଙ୍କିତ

ଦଶରଥପୁର,୨୭/୯(ନି.ପ୍ର) : ଦଶରଥପୁର ବ୍ଲକ ବୈତରଣୀ ନଦୀରେ ପୁଣିଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।୧୦ ଫୁଟ ଲମ୍ବର ଏକ ବଡ଼ କୁମ୍ଭୀର ଆଜି ନଦୀରେ ଭାସୁଥିବାର ଲୋକେ…

ମୃତ ବାରାହାକୁ ନେଇ ଚଂପଟ ମାରୁଥିବା ବୋଲେରୋ ଗାଡ଼ି ଜବତ, ଡ଼୍ରାଇଭର ଅଟକ , ବନ ବିଭାଗର ରଫାଦଫା ଉଦ୍ୟମ ପଣ୍ଡ – ଚର୍ଚ୍ଚା ରେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ

ନୂଆପଡ଼ା:୨୬.୦୯:(ନିପ୍ର) :ସୁଜିତ କୁମାର ପ୍ରଧାନ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ସାନମହେଶ୍ୱର ନିକଟରେ ୩୫୩ ଜାତୀୟ ରାଜପଥ ଉପରେ ଏକ ଜଂଗଲୀ ବାରାହାକୁ…

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

ନୂଆଦିଲ୍ଲୀ ୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ…

ଆଜି ପିପିଲି ଉପନିର୍ବାଚନର ଶେଷ ପ୍ରଚାର ।

ପିପିଲି ୨୭ /୦୯:ପିପିଲି ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର । ଭୋଟରଙ୍କ ପାଖରେ ପହଂଚିବାକୁ ଆଜି ଗୋଟିଏ ଦିନ ସମୟ ଥିବାରୁ ପ୍ରାର୍ଥୀ ଓ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଲେ ପୁରୀ ଜିଲା ଦେବାଂଶ ପାତ୍ର

ପୁରୀ ୨୭।୯ : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷର ଦେବାଂଶ ପାତ୍ର ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ୨ବର୍ଷର ଦେବାଂଶ…