ପ୍ରଦର୍ଶନୀ ପଡିଆରେ ବାଣିଜ୍ୟମେଳା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଠାରୁ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟମେଳା-୨୦୨୧ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମେଳାର ଉଦ୍‌ଘାଟନ କରିବେ…

ଡିଜିଟାଲ ମିଡିଆ ସଂହିତା ନିୟମାବଳୀରେ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇନାହିଁ

ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା…

ବୀରପୁତ୍ରଙ୍କ ୧୦୫ ତମ ଜୟନ୍ତୀ ; ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ନିଆଁ ଲଗାଇ ଥିବା ଅଭିଯୋଗ,ଦୁଇ ପରିବାରର ୧୦ବଖରା ଭସ୍ମୀଭୁତ!

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ଦାମୋଦରପୁରଗ୍ରାମର ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ଦୁଇ ପରିବାରର ୧୦ ବଖରା ଘର ଜଳି ଭଷ୍ମୀଭୂତ ହୋଇଯାଇଛି।ସୂଚନା ଅନୂଯାୟୀ।ବସନ୍ତ…

ଅନୁଭବ _ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ଏବେ କଟକରେ

ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଅର୍ଥାତ ଦିଲ୍ଲୀର ପଟିଆଲା…

କନ୍ଧମାଳ:ଦଳୀୟ ସଂଗଠନକୁ ମଜବୁତ କରିବା ସହ କର୍ମୀମାନଙ୍କୁ ଏକଜୁଟ କରିବାକୁ ପଡିବ : ରାଜ୍ୟ ବିଜେପି ସଭାପତି

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ I ଏଣେ ହାତରେ ଆଉ କମ ସମୟ ରହିଲା। ଏବେ ଠାରୁ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ…

ଅର୍ଥ ଅଭାବରୁ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଗଣେଶ, ସରକାରୀ ସହାୟତାକୁ ଅପେକ୍ଷା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ବଡ଼ରୂପା ଗ୍ରାମର ଗଣେଶ ଜେନା ପି:ଦଇତାରୀ ଜେନା, ପରିବାର କହିଲେ ବୃଦ୍ଧ ବାପା,ମା,ପତ୍ନୀ ଓ ଦୁଇଟି ଛୋଟ ପୁଅ।ଗଣେଶ…

କନ୍ଧମାଳ:କରୋନା ସତର୍କତା :ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଜି.ଉଦୟଗିରି ଅଞ୍ଚଳର ଜନସାଧାରଣ ସତର୍କ ରହିବାକୁ ପୂର୍ବରୁ ଏନଏସି ଘୋଷଣା କରିଥିବା…

ସ୍ୱାବଲମ୍ବୀ ମହିଳାଙ୍କୁ ଆର୍ଥିକ ସହାୟତା

ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି। ଦାନଗଦି ବ୍ଲକର 50ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀକୁ 25ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ…