Tag: covid-19 vaccine latest update

୯୧ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି ଆଉ ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୯୧ ଜଣ । ଗତକାଲି ଏହି ସଂଖ୍ୟା…