Tag: #road accident#dhenkanal#

କାର ଧକ୍କାରେ ବାଇକ୍‌ ଆରୋହୀ ମୃତ : ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲାର ଟାଉନଥାନା ଅନ୍ତର୍ଗତ ଭଗବାନପୁର ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଭୋର ସମୟରେ କାଇମାଟି ଯାଉଥିବା ବେଳେ ଏକ ବାଇକ ଆରୋହୀଙ୍କୁ ଏକ…